ସେବା ସଂକଳ୍ପରେ ବିକଶିତ ଭାରତର ସ୍ୱପ୍ନ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ
ସେବା ସଂକଳ୍ପରେ ବିକଶିତ ଭାରତର ସ୍ୱପ୍ନ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ଅନୁଗୋଳ, ୨୪.୦୯ : ଆଜି ସ୍ଥାନୀୟ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା…
ପୃଥକ ପୃଥକ ଚଢ଼ାଉରେ ଦୁଇ ଗିରଫ୪୦,୨୦୦ଟଙ୍କା ସହ ୨୭ଗ୍ରାମ ହେରୋଇନ୍ ଜବତ : ମହିଳା ଗିରଫଏବଂ ପୁରୁଷଙ୍କ ଠାରୁ ୨୨ଗ୍ରାମ ହେରୋଇନ୍ ସହ ୪ହଜାର ୫ଶହଟଙ୍କା ଜବତ
ପୃଥକ ପୃଥକ ଚଢ଼ାଉରେ ଦୁଇ ଗିରଫ୪୦,୨୦୦ଟଙ୍କା ସହ ୨୭ଗ୍ରାମ ହେରୋଇନ୍ ଜବତ : ମହିଳା ଗିରଫଏବଂ ପୁରୁଷଙ୍କ ଠାରୁ ୨୨ଗ୍ରାମ ହେରୋଇନ୍ ସହ ୪ହଜାର ୫ଶହଟଙ୍କା ଜବତତାଳଚେର, ୨୪/୦୯ ଗତକାଲି କୌଣସି ସୂତ୍ରରୁ ଖବରପାଇ ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିକ୍ରମପୁର…
ଛାତରୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟା
ଛାତରୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟାତାଳଚେର, ୨୪/୦୯ ତାଳଚେର ଦେଖିବାକୁ ମିଳିଛି ଏକ ଅବାବନୀୟ ଘଟଣା । ତାଳଚେର ବ୍ଳକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମର ସୁଧିର ବାରିକ ଡ଼େରା ସ୍ଥିତ ଏକ ଭଡ଼ାଘରେ ରହୁଥିଲେ । ସେ ଆଜି ସକାଳୁ ହଠାତ୍ କୌଣସି…
ତାଳଚେରରେ ରାଜନୀତି ଯୋର, କାମ ନାହିଁକାଦୁଅ ପଚ ପଚରେ ସରିବାକୁ ବସିଲା ବିଘ୍ନରାଜ୍ଙ୍କ ପୂଜାଶ୍ରଦ୍ଧାଳୁ ବାଇପାସ୍ ଛକ ଠାରୁ ୟୁ’ଟର୍ଣ୍ଣ ମାରୁଛନ୍ତି ହାଟତୋଟାକୁ!
ତାଳଚେରରେ ରାଜନୀତି ଯୋର, କାମ ନାହିଁକାଦୁଅ ପଚ ପଚରେ ସରିବାକୁ ବସିଲା ବିଘ୍ନରାଜ୍ଙ୍କ ପୂଜାଶ୍ରଦ୍ଧାଳୁ ବାଇପାସ୍ ଛକ ଠାରୁ ୟୁ’ଟର୍ଣ୍ଣ ମାରୁଛନ୍ତି ହାଟତୋଟାକୁ!ତାଳଚେର, ୨୪/୦୯ ତାଳଚେର କଳାହୀରା ସହରରେ ଚାଲିଥିବା ବିଘ୍ନରାଜଙ୍କ ପୂଜା ଆଉ ମାତ୍ର ଦୁଇଦିନ ପରେ ଶେଷ ହୋଇଯିବ,…
ଉରକୁଳା ଛକ ଗୋଚାଲାଣ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଆଉ ୭ ଗିରଫ
ଉରକୁଳା ଛକ ଗୋଚାଲାଣ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଆଉ ୭ ଗିରଫ ଅନୁଗୋଳ: ଉରକୁଳା ଛକରେ ହୋଇଥିବା ବେଆଇନ ଗୋଚାଲାଣ ମାମଲାର ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାମଲାରେ ହଣ୍ଡପା ପୋଲିସ ଆଉ…
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ: ସଟ୍ ସର୍କିଟ୍ରୁ ଜଳିଗଲା ଡିଜିଟାଲ୍ ବ୍ଲଡ୍ ଟେଷ୍ଟିଂ ମେସିନ୍, ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ: ସଟ୍ ସର୍କିଟ୍ରୁ ଜଳିଗଲା ଡିଜିଟାଲ୍ ବ୍ଲଡ୍ ଟେଷ୍ଟିଂ ମେସିନ୍, ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ଅନୁଗୋଳ/ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି…
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:-ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କଲଣ୍ଡାପାଳ, ରାମିମୁଣ୍ଡା,ଅରା ହାଟ ବଉଳିଗୋଡ, କଙ୍କିନାଲୀ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ…
ଗଣେଶ ପୂଜା ଚାନ୍ଦାକୁ ନେଇ ଚୁଡ଼ି ବେପାରୀଙ୍କୁ ଆକ୍ରମଣ ଅଭିଯୋଗ
ଗଣେଶ ପୂଜା ଚାନ୍ଦାକୁ ନେଇ ଚୁଡ଼ି ବେପାରୀଙ୍କୁ ଆକ୍ରମଣ ଅଭିଯୋଗ ୫୦ ଟଙ୍କା ଚାନ୍ଦା ଦେବାରୁ ମାଡ଼, ୬ ହଜାର ଟଙ୍କା ନେଇଯିବା ଅଭିଯୋଗ; ଜଣେ ଅଟକ ଅନୁଗୋଳ: ଗଣେଶ ପୂଜା ପାଇଁ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଅନୁଗୋଳ ଜିଲ୍ଲା…
କାରରୁ ୮୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
କାରରୁ ୮୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ଅନୁଗୋଳ ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଅନୁଗୋଳ/ଆଠମଲ୍ଲିକ: ଅନୁଗୋଳ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ କାରରୁ ୮୦ କେଜି ଗଞ୍ଜେଇ ଜବତ…
