Spread the love

ଅନୁଗୋଳ ପୌରପାଳିକା ର ୱାର୍ଡ ନଂ ୧୧ ଓ ୧୨ ଠାରେ ପରିଚୟ ଗୃହ ଉଦଘାଟନ କଲେ ଉପ-ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ୧୧ ମାଟିଆସାହି ବସ୍ତି ଓ ୱାର୍ଡ ନଂ୧୨ ହାପିବନ୍ଦ ସାହି ବସ୍ତି ଠାରେ ପରିଚୟ ଗୃହ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ଲୋକସଭା କ୍ଷେତ୍ର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ଅନୁଗୋଳ ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଉପାଧ୍ୟକ୍ଷା ଶ୍ରୀମତୀ ଅନୁପମା ସାହୁ , ଙ୍କ ସହ ଅନୁଗୋଳ ପୌରପାଳିକାର ସମସ୍ତ କାଉନସିଲର ବୃନ୍ଦ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *