Spread the love

ମଣିପୁର ହିଂସା ୩ ଯୁବକଙ୍କୁ ହତ୍ୟା

୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା ।
କୁକି ସଂପ୍ରଦାୟର ୩ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ*ଲ ।
ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ।

Leave a Reply

Your email address will not be published. Required fields are marked *