“ନୁଆଁ ବଧୂ ବେଶ ଭଳି ସଜେଇ ହେଉଛି ପାହାଡ଼ଶ୍ରୀଗିଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ”
ତା.26/9.ବରଗଡ ଜିଲ୍ଲା ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ା ପଂଚାୟତ “ପାହାଡ଼ଶ୍ରୀଗିଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ” ରେ ଅତି ନିମ୍ମ ମାନ କାର୍ଯ୍ୟ କୁ ନେଇ ଗ୍ରାମବାସୀ ଅନେକ ଖବର କାଗଜ ନ୍ୟୁଜ ମାଧ୍ୟମରେ ସରକାର ଙ୍କୁ ଜଣାଇଥିଲେ, ହେଲେ ମଙ୍ଗଳବାର ଦିନ 11ଟା ସମୟ ରେ ଗ୍ରାମବାସୀ ବୁଦ୍ଧଦେବ ନନ୍ଦ, ରମାକାନ୍ତ ପ୍ରଧାନ, ଦୀପକ ମାଝୀ, ସନ୍ତୋଷ ପଟେଲ, ଦେବାରଚନ ବାରିକ, ପ୍ରଦୀପ ପଧାନ ଙ୍କ ସମେତ ପ୍ରଶାସନ ଅଧିକାରୀ ଜିଲ୍ଲା ରୁ ଆସିଥିବା ଆନନ୍ଦ ପ୍ରଧାନ,ଜେଇ-ସୁଧାଂଶୁ ପଣ୍ଡା,abdo-ପୁଷ୍ପାଞ୍ଜଳି ନାୟକ, AEE-ପୂଜାରାଣୀ ସ୍ୱାଇଁ, ଙ୍କ ଆଲୋଚନା ରେ ପ୍ରଶାସନ ତରଫରୁ ଏକ ମାସ ଭିତରେ କାର୍ଯ୍ୟ ସମ୍ପୂଣ୍ଣ ହେବ ବୋଲି ପ୍ରତିଶୃତି ଦିଆ ଗଲା!ତେବେ ଦେଖା ଜାଉ ଆଗକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟ କିପରି ଓ କେତେ ଧୂର ତାହା ଜେ ସମୟ କହିବ … ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ…

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


