Spread the love

ନୂଆଦିଲ୍ଲୀ, ୧୯/୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନଭେମ୍ବର ୨୪ ତାରିଖ ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନକୁ ଦୃଷ୍ଟିରେ ରଖି ନଭେମ୍ବର ୨୪ ସକାଳେ ଏହି ବୈଠକ ଡକାଯାଇଛି। ନଭେମ୍ବର ୨୬ (ସମ୍ବିଧାନ ଦିବସ) ସମ୍ବିଧାନ ଗ୍ରହଣର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲରେ ଏକ କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ରିଜିଜୁ ଉଲ୍ଲେଖ କରିଛନ୍ତି।

୨୪ରେ ସର୍ବଦଳୀୟ ବୈଠକ

Leave a Reply

Your email address will not be published. Required fields are marked *