Spread the love

31.12.2024

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି
ଆଜି ଥିଲା ଟୁର୍ନାମେଣ୍ଟ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ପ୍ରୟାଗରାଜ କ୍ରିକେଟ କ୍ଲବ ( ଉତ୍ତରପ୍ରଦେଶ ) ବାନାମ ଶେଖର ସ୍ପୋର୍ଟିଂ ( ଭୁବନେଶ୍ୱର ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଭୁବନେଶ୍ୱର ପ୍ରଥମେ ଟଚ ଜିତି ବ୍ୟାଟିଂ କରିବାର ର ନିଷ୍ପତ୍ତି ନେଇଥିଲା , ଭୁବନେଶ୍ୱର ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 28 ଓଭର ରେ ମୂଲ୍ୟବାନ 7 ଟି ବିକେଟ ହରାଇ 204 ରନ ଉତ୍ତରପ୍ରଦେଶ ବିରୁଦ୍ଧରେ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ବିଶ୍ୱ ବିହାରି 51 ଟି ବଲ ଖେଳି 47 ରନ ସେଥିରେ 3 ଟି ଚୌକା ଓ 2 ଟି ବିଶାଳକାୟ ଛକା ସାମିଲ , ଦେବରାଜ ବେହେରା 33 ବଲ ଖେଳି 38 ରନ ସେଥିରେ ରହୋଛି 5 ଟି ଚୌକା ଓ 2 ଟି ବିଶାଳ ଛକା , ଉତ୍ତରପ୍ରଦେଶ ଦଳ ପକ୍ଷ ରୁ ସର୍ବାଧିକ କ୍ରିଷ୍ଣା ସରୋଜ 5 ଓଭର ବୋଲିଂ କରି 28 ରନ ଦେଇ ମୂଲ୍ୟବାନ 3 ଟି ବିକେଟ, ଉମର 6 ଓଭର ବୋଲିଂ କରି 30 ରନ ଦେଇ ମୂଲ୍ୟବାନ 2 ଟି ବିକେଟ ଆକ୍ଟିୟାର କରିଥିଲେ ,

ଜବାବ ରେ ଉତ୍ତରପ୍ରଦେଶ 204 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 28 ଓଭର ଖେଳି ଦଳର 9 ବିକେଟ ହରାଇ 203 ରନ ସଂଗ୍ରହ କରି ମ୍ୟାଚ କୁ ସମାନ ସ୍ଥିତି ରେ ଆସିଥିଲା , ଦଳ ପକ୍ଷ ରୁ ସର୍ବାଧିକ ବିକାଶ ଚୌହାନ 32 ଟି ବଲ ଖେଳି 40 ରନ କରିଥିଲେ ଯେଉଁଥିରେ କି 6 ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା, ବିକାଶ କୁମାର 37 ଟି ବଳ ଖେଳି 50 ରନ , ଉମର 34 ଟି ବଲ ଖେଳି 39 ରନ କରିଥିଲେ ସେଥିରେ 5 ଚୌକା ଓ 1 ଗଟିଏ ଟି ବିଶାଳକାୟ ଛକା ସାମିଲ , ଭୁବନେଶ୍ୱର ପକ୍ଷରୁ ସର୍ବାଧିକ ନିଲୁ ପ୍ରାଦ୍ଧନ 6 ଓଭର ବୋଲିଂ କରି 27 ରନ ବ୍ୟୟ ରେ ମୂଲ୍ୟବାନ 3 ଗୋଟି ବିକେଟ ଅକ୍ତିଆର କରିଥିଲେ ,

ସୁପର ଓଭର ରେ ଭୁବନେଶ୍ୱର ଉତ୍ତରପ୍ରଦେଶ କୁ ହରାଇ ଚାମ୍ପିୟନ ହୋଇଥିଲା

ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ନିଲୁ ପ୍ରଧାନ ବିବେଚିତ ହୋଇଥିଲେ

ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ ( ର , ଶ୍ରୀ ସୂଯ୍ୟବଂଶୀ ସୁରଜ , ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରୁଦ୍ର ନାରାୟନ ପାଣି , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ , ବିଭୁତି ପ୍ରଧାନ , ଶତ୍ରୁଘ୍ନ ଜେନା , ଶ୍ରୀଯୁକ୍ତ ହିମାଦ୍ରୀକେଶରୀ ପଟନାୟକ, ଅଭିଳାସ ମାଣିଆ , ଟି ଯୋଗ ଦେଇଥିଲେ

ଦୁଇ ବରିଷ୍ଠ ଆମ୍ପୟାର ସବ୍ୟସାଚି ସାହା
ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ

ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ
ଧାରା ବିବରଣୀ – ରଶିଦୁଲ ଓହୀଦ,
ସଂଜୀବ କୁମାର ନାୟକ, ସୂର୍ଯ୍ୟ ପ୍ରକାଶ ରାଉତ
ସ୍କୋରର- ଏସ. ଏସ. ପତ୍ତି
Online ସ୍କୋରର – ପ୍ରଭାତ ମହାରଣା ,ସରୋଜ ସ୍ୱାଇଁ , ରାଜକିଶୋର ନନ୍ଦୀ ,ମନୀସ ଦାସ , ସ୍କୋରିଙ୍ଗ କରିଥିଲେ।

ବେଷ୍ଟ କମେଣ୍ଟଟର. ସୂର୍ଯ୍ୟ ପ୍ରକାଶ ରାଉତ
ମ୍ୟାନ ଅଫ ଦ ସିରିଜ. ଉମର

ବେଷ୍ଟ ବ୍ୟାଟ୍ସମ୍ୟାନ. ଉମର

ବେଷ୍ଟ ବୋଲର. ଉମର

ବେଷ୍ଟ ଫିଲଡର. ସୂର୍ଯ୍ୟକାନ୍ତ ଭୂତିଆ

ବେଷ୍ଟ ଭଳାଣ୍ଟିଅର. ଚନ୍ଦୁ, ଜିଗ୍ନେସ, ରୁବୁ

Leave a Reply

Your email address will not be published. Required fields are marked *