Spread the love

ପୃର୍ବତନ ପ୍ରଧନଶିକ୍ଷକ ତଥା ସମାଜସେବିଙ୍କ ସହିତ ସାକ୍ଷାତକାର

ଯାଜପୁର – ପାରିନୁଆପଡା ଓ ହାବଳଗଣ୍ଡ ପଞାୟତର ଉଜାଙ୍ଗ ର ସ୍ବର୍ଗତ ମୁରଲୀଧର ମହାନ୍ତି ଓ ଅନ୍ନପୃର୍ଣ୍ଣା ମହାନ୍ତିଙ୍କ ପୁତ୍ର ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସ୍ବର୍ଗତ ମୁରଲୀଧର ମହାନ୍ତି ସାସ୍କୁତିକ ପରିଷଦର ସମ୍ପାଦକ ଓ ସମାଜସେବୀ ରାହାସ ବିହାରୀ ମହାନ୍ତୀ।ତାଙ୍କର ପନ୍ମୀ ରାଜଶ୍ରୀ ମହାନ୍ତି,ଏକ ମାତ୍ର ପୁତ୍ର ଓ ଦୁଇଟି ଝିଅ ଓ ବୋହୁଙ୍କୁ ନେଇ ହସ ଖୁସିର ସସାର ।ପୁତ୍ର ମତୋ ହାଇସ୍କୁଲରେ ଶିକ୍ଷକତା କରନ୍ତି ଓ ବୋହୁ ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷୟତ୍ରୀ ଅଟନ୍ତି ।ରାହାସ ସାର ତାଙ୍କ ବାପାଙ୍କ ନାମରେ ନାମିତ ପରିଷଦ ପକ୍ଷରୁ ଲଗାତର ବାରବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆଦି କରି ଆସୁଛନ୍ତି ।ଏଥିରେ ଚାରୋଟି ବ୍ଳକରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଏ ।୨୦୨୨ ରେ ଅବସର ନେଲା ପରେବି ଆଜି ଯାଏ ସେ ନିୟମିତ ସ୍କୁଲ ଯାଇ ଶିକ୍ଷାଦାନ କରିଆସୁଛନ୍ତି ବିନା ପାରିଶ୍ରମିକରେ ।ବଡ କଥା ହେଲା ଅଗଷ୍ଟ ୧୫ ଓ ଗଣେଷ ପୁଜାରେ ସ୍କୁଲରେ ଯେତେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି ସମସ୍ତଙ୍କୁ ସେ ଉତ୍ତରୀୟ ଦେଇ ସମ୍ମାନୀତ କରନ୍ତି ।ଦୁଖିରଙ୍କି କୁ ସେ ତାଙ୍କ ତରଫରୁ ଯଥାରିଥି ଅନୁସାରେ ସାହାର୍ଯ୍ୟ କରନ୍ତି ।ତାଙ୍କ ବିଷୟରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ,ପଣ୍ଡିତ ବଟକୁଷ୍ଣ ପଣ୍ଡା ଓ ପ୍ରଧାନ ଶିକ୍ଷକ ସଞୟ କୁମାର ସାମଲ ଯାହା କୁହନ୍ତି ଆସନ୍ତୁ ଶୁଣିବା

On youtube – Jagrat Bharat News

Leave a Reply

Your email address will not be published. Required fields are marked *