ପୋଖରୀରେ ଭାସୁଛି ମହିଳାଙ୍କ ଶବ, ଶୌଚ ହେବାକୁ ଯାଇ, ବୁଡ଼ି ଯାଇଥିବା ସନ୍ଦେହ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗ୍ରାମ ପେlଖରୀରେ ଭାସୁଛି ମହିଳାଙ୍କ ଶବ l କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମରେ ପେlଖରୀରେ ବୁଡି ମହିଳା ଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ। ପୋଖରୀକୁ ଶୈଚ ହେବାକୁ ଯାଇ ସେହି ଗ୍ରାମ ର ଲକ୍ଷ୍ମଣ ମୁଣ୍ଡା ଙ୍କ ସ୍ତ୍ରୀ କମଲି ମୁଣ୍ଡା ପେlଖରୀରେ ବୁଡିଯାଇଥିବା ସନ୍ଦେହ କରାଯାଇଛି। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମର ଲକ୍ଷ୍ମଣ ମୁଣ୍ଡା ଙ୍କ ସ୍ତ୍ରୀ କମଲି ମୁଣ୍ଡା ଆଜି ସକାଳୁ ପେlଖରୀକୁ ଶୈଚ ହେବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଅଛି। ଗ୍ରାମ ଲୋକେ ମହିଳାଙ୍କ ଶବ ପେlଖରୀରେ ଭାସୁଥିବା ଦେଖି ତାଙ୍କ ଘର ଲେlକ ଙ୍କୁ ଖବର ଦେଇଥିଲେ l ଏ ନେଇ ଚମ୍ପୁଆ ପେlଲିସକୁ ଖବର ଦେଇଥିଲେ, ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଚମ୍ପୁଆ ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
