Spread the love

*ନ୍ୟାୟ ପାଇଁ ବୃଦ୍ଧ ବାରମ୍ବାର* *ଆସୁଛନ୍ତି ଥାନାକୁ*

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସରଧାପୁର ଗାଁ ର ବୃଦ୍ଧ ବ୍ୟକ୍ତି ଜଣକ ହେଲେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ବୟସ ୬୧ବର୍ଷ ଆଜକୁ ୩ମାସ ହେବ ସେଇ ସରଧାପୁର ଗ୍ରାମର ଦୟା ମୁଖି ବ୍ୟକ୍ତି ଜଣକ ଶ୍ରୀ ମୋହାନ୍ତି ଙ୍କ ପୟତ୍ରୀକ ଜାଗାକୁ କେହି କାମ କରିବାକୁ ଯିବ ନାହିଁ କୌଣସି ପ୍ରକାର ସହଯୋଗ କରିବ ନାହିଁ ବୋଲି ଗାଁ ରେ ଡେଙ୍ଗୁରା ଦେଇଥିଲେ, ଏଥି ନେଇ ଶ୍ରୀ ମହାନ୍ତି ସମଲ ଥାନା ର ଦ୍ୱାରସ୍ତ ହୋଇ ଦୟା ମୁଖି ନାମ ରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ସମଲ ଥାନା ରେ ସେହି ଦିନ ଠାରୁ ତାଙ୍କ କଥା କେହି ବୁଝି ନଥିଲେ କି ପରେ ମଧ୍ୟ ଏହା ଉପରେ କିଛି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରି ନଥିବରୁ ସେ sp ଅଫିସ ଓ SDPO ଅଫିସ ଦଉଡି ଦଉଡି ନିରାଶ ହୋଇ, ଗଣମଧ୍ୟ୍ୟମରେ ଶ୍ରୀ ମହାନ୍ତି ପୋଲିସ ଓ ସରକାର ଙ୍କୁ ନିନ୍ଦା ପ୍ରକାଶ କରିଥିଲେ।

କଣିହାଁ ରୁ ସୁନୀଲ କୁମାର ସମଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *