Category: ଗଜପତି

ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ 

ଜଗତସିଂହପୁର ବ୍ଲକ୍ ପଳାଶୋଳ ପଞ୍ଚାୟତ ଗୋପଲ ଗ୍ରାମ ଛ ନମ୍ବର ୱାର୍ଡ ର ଚନ୍ଦ୍ରମଣି ନାୟକଙ୍କ ଘର ପୋଡ଼ିଯିବା ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଆସବାସ ପତ୍ର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଥିଲା | ଏ ଖବର ପାଇ…

ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ପଞ୍ଚାୟତ ପାଖରେ ଥିବା ବ୍ରହ୍ମାଣୀ ଟ୍ରକ ୱେଲଫେଆର ଆସୋସିଏସନ ଠାରେ ଆଖପାଖ ଗ୍ରାମର ବିଭିନ୍ନ ସମସ୍ଯାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରକ୍ ଆସୋସିଏସନ ର ସଭାପତି…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘଟିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ…

ଭିଜିଲାନ୍ସ ଜାଲରେ ସିନିୟର ଲାବୋରେଟୋରୀ ଟେକ୍ନିସିଆନ,

ଆଜି ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ,ସିନିୟର ଲାବୋରେଟୋରୀ ଟେକ୍ନିସିଆନ,ସିଏଚସି,ତରଭା,ସୁବର୍ଣ୍ଣପୁର,ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କର ଓ ଅନ୍ୟ ୫୯ ଗରିବଗ୍ରାମବାସୀଙ୍କର(@ ₹୧୫୦)ଲ୍ୟାବ ମେଡିକାଲ ପରୀକ୍ଷାରିପୋର୍ଟ ପ୍ରଦାନପାଇଁ(ସରକାରୀଭାବେ ସିଏଚସିରେ ମାଗଣା ଅଟେ)₹୯,୦୦୦/ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି l Post Views: 0

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବନ ବିଭାଗ ଅବହେଳା ଯୋଗୁଁ ଘଟିଛି ଘଟଣା ବୋଲି ପରିବାର ଲୋକେ ଆଣିଲେ ଅଭିଯୋଗ। ଅନୁଗୋଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତ ବଉଳି ନାଳ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା କରିଛନ୍ତି ।ମୃତ ବ୍ୟକ୍ତି ଜଣକ ହେଲେ…

ଶିଶୁ ର ହତ୍ୟା ଅଭିଯୋଗ ଆଣିଲେ ଦାଦା ଓ ପିଉସୀ

ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମର ରହୁଥିବା ଜଣେ ମହିଳା ଙ୍କ ଶିଶୁର ମୃତ୍ୟୁ ଗତକାଲି ରାତିରେ ହୋଇଯାଇଥିଲା। ହତ୍ୟା କରାଯାଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କଲେ ସାନ କେରଜାଙ୍ଗ ଗ୍ରାମର ଦାଦା ମିଲୁ ନାଏକ ଓ ପିଉସୀ…

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ପ୍ରୟାସ

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି…

ରାଜ୍ୟସ୍ତରୀୟ ଶହୀଦ ଦିବସ

ରାଜ୍ୟସ୍ତରୀୟ ଶହୀଦ ଦିବସ ଅବସରରେ ଓଡିଶା ବିଧାନସଭା ପ୍ରାଙ୍ଗଣରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ଯ, ବିଧାୟକ ଓ…

ମହିମା ସମାଜର ‘ସନ୍ଥ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡରେ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରେ ଏଣିକି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ ବୋଲି ଶନିବାର ଭୁବନେଶ୍ୱର ଠାରେ “ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ଚାରିଟେବୁଲ ଟ୍ରଷ୍ଟ” ଦ୍ୱାରା ଆୟୋଜିତ…

ଓଡିଶାରେ ଆକର୍ଷଣୀୟ ଇକୋ-ପାର୍କ ଓ କୋଇଲା ସଂଗ୍ରହାଳୟ ନିର୍ମାଣ କଲା ମହାନଦୀ କୋଲ ଫିଲ୍ଡସ

କୋଇଲା ମନ୍ତ୍ରଣାଳୟଙ୍କ ଅନ୍ତର୍ଗତ ପ୍ରମୁଖ ସିପିଏସଇ, ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ) ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଖନନ ପ୍ରଥା ମାଧ୍ୟମରେ କୋଇଲା ଉତ୍ପାଦନରେ ଲଗାତର ନୂତନ ସଫଳତା ହାସଲ କରିଚାଲିଛି । ଏହି କ୍ଷେତ୍ରରେ ଏମସିଏଲର ନୂଆ ଉପଲବ୍ଧି…