Category: ଗଜପତି

ସ୍ଵର୍ଗତଃ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ୱାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମଧ୍ୟାହ୍ନ…

ହାଡ଼ି ହରିଜନ ସେବା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ହାଡ଼ି ହରିଜନ ସେବା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ବିଭିନ୍ନ ଅଞ୍ଚଳରେ ଦଣ୍ଡ ନୃତ୍ୟ ପରିବେଷଣ କଲାବେଳେ ହାଡ଼ି ହାଡ଼ିଆଣୀ ପରିବେଷଣ ବା କଥୋପକଥନ ଜାତି ପାଇଁ ଅପମାନ ଓ ଘୃଣା ସୂଚକ ହୋଇ ଥିବାରୁ ମାନ ସମ୍ମାନ…

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର ଅନୁଗୋଳ ପୌରପାଳିକା ବହୁ ମୌଳିକ ସମସ୍ୟା ଦେଇ ଗତି କରୁଛି। ଅନୁଗୋଳ ସହରରେ ଏବେ ବହୁଳ ଭାବରେ ମଶା ହେଉଛନ୍ତି। ଅନୁଗୋଳ ଜିଲ୍ଲା କଂଗ୍ରେସ…

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଅନୁଗୋଳ ଜିଲ୍ଲା ରେ ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ପାଣି ପଞ୍ଚାୟତ ପକ୍ଷ ୨୦୨୨-୨୩ ପାଳିତ ହୋଇଯାଇଛି । ଓଡିଶା ବିଧାନସଭା ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ…

ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶିକୁ ଛାଡିଲେନି ସୁପରଭାଇଜର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ…

ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ…

ଦେୱାନୀ କନିଷ୍ଠ ଅଦାଲତର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଦେୱାନୀ କନିଷ୍ଠ ବିଭାଗ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଆଜି ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଦିବସ ଆଜି ବଡ଼ ଆଡମ୍ବରରେ ପାଳିତ ହୋଇଯାଇଛି। କୋର୍ଟ ପରିସରରେ ଥିବା ଓକିଲ ସଂଘ…

୨୦୨୩-୨୪ କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି…

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ 

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର…

ପର୍ଯ୍ୟଟନ ଜରିଆରେ ସମୃଦ୍ଧ ହେଉଛି ସ୍ଥାନୀୟ ଅର୍ଥନୀତି।

ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର…