ଟୋଲଗେଟ୍କୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ବାଲେଶ୍ୱର: ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲଗେଟରେ ଭୟଙ୍କର ଦୁର୍ଘଟଣା। ଏଠାରେ ଟୋଲଗେଟକୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଏହି ସମୟରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର। କଣ୍ଟେନରଟିରେ ଚା’ ବୋଝେଇ ହୋଇଥିଲା। ତାହା ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ…
