ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା
ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା ଢେଙ୍କାନାଳ,୩୦/୬: ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ବର୍ଷା ହେଲେ ସମସ୍ୟା ବଢିଯାଉଛି । ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଘରେ ଡ୍ରେନ୍ ପାଣି ପଶିଯାଉଛି । ଏହି ସମସ୍ୟା ୧୫ ରୁ ୨୦…
