ଆକ୍ସନ ମୁଡ୍ରେ ଇରାନର ସର୍ବୋଚ୍ଚ ନେତା। ଶନିବାର ଇରାନ ଓ ଏହାର ସହଯୋଗୀଙ୍କ ଉପରେ ହମଲାକୁ ନେଇ ଇସ୍ରାଏଲ ତଥା ଆମେରିକାକୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି ଅୟାତୁଲ୍ଲା ଅଲୀ ଖାମେନେଇ। ଯେଉଁମାନେ ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଜବାବ ଦିଆଯିବ ବୋଲି ଖାମେନି କହିଛନ୍ତି। ଅକ୍ଟୋବର ୨୬ରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣର ଜବାବ ସମ୍ପର୍କିତ ପ୍ରଶ୍ନ ଉପରେ ଖାମେନିଙ୍କ ଏହି ବିବୃତି ଶନିବାର ଦିନ ଆସିଛି। ଇରାନର ଅଧିକାରୀମାନେ ମଧ୍ୟ ସାମରିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣର ଜବାବ ଦେବେ ବୋଲି କହିଛନ୍ତି । ଇରାନର ଗଣମାଧ୍ୟମ ଅନୁଯାୟୀ,...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)


