ବାଲେଶ୍ବର ପାଇଁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁରି ।
ସାଂସଦ_ପାଣ୍ଠିରୁ ଅର୍ଥ ମଞ୍ଜୁରି କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବାହାନଗା ଓ ଆଖପାଖ ଗାଁର । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧ କୋଟି । ଲାଇଫ ସପୋର୍ଟ ଆମ୍ବୁଲାନ୍ସ ପାଇଁ ୩୫ ଲକ୍ଷ ଓ ମଡୁଲାର ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।





