Category: Culture of world & Local cultures

ପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର, ଭକ୍ତଙ୍କ ଅପାର ଭିଡ଼

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରକୃତି ମଧ୍ୟ ଯେପରି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇଛି । ମଧ୍ୟେ ମଧ୍ୟେ ବର୍ଷା ହେଉଛି, ଆକାଶରେ ମେଘ ଖେଳୁଛି, କିନ୍ତୁ ଭକ୍ତଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନାହିଁ ବରଂ ଏହି ବର୍ଷା ଭକ୍ତିର ମାହୋଲକୁ…

କାଲି ପୁରୀରେ ୪ଟାରେ ରଥଟଣା

କାଲି ପୁରୀରେ ୪ଟାରେ ରଥଟଣା ପୁରୀ: ଆସନ୍ତା କାଲି ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ହୋଇଛି। ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା । କାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା, ସାଢ଼େ ୯ରୁ ସାଢ଼େ…

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ…

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ ତାରିଖ: ୧୬/୦୭/୨୦୨୬, ଗୁରୁବାର ପବିତ୍ର ଘୋଷଯାତ୍ରା, ଯାହାକୁ ରଥଯାତ୍ରା ନାମରେ ମଧ୍ୟ ଜଣାଯାଏ, ଶ୍ରୀଜଗନ୍ନାଥ ସଂସ୍କୃତିର ସର୍ବଶ୍ରେଷ୍ଠ ମହାପର୍ବ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ,…

ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ। ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେଇଛନ୍ତି ସେବାୟତ । Post Views: 0

ଢେଙ୍କାନାଳ ସିଦ୍ଧ ବଳରାମ ମନ୍ଦିରରେ ଚାଲିଛି ପଟିଦିଅଁଙ୍କ ଦୈନନ୍ଦିନ ପୂଜାନୀତି

ଢେଙ୍କାନାଳ ସିଦ୍ଧ ବଳରାମ ମନ୍ଦିରରେ ଚାଲିଛି ପଟିଦିଅଁଙ୍କ ଦୈନନ୍ଦିନ ପୂଜାନୀତି ଢେଙ୍କାନାଳ : ସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଜେ କରିଛନ୍ତି। ଏହି ସମୟରେ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ପ୍ରସିଦ୍ଧ ସିଦ୍ଧ…

ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା

ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା ତାଳଚେର : ବହୁ ପୁରାତନ ଅମଳରୁ ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଆଜି ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟରେ ନିୟୋଜିତ…

ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ…

ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ ଭଟଲି (ଅଭିମନ୍ୟୁ ପଧାନ ):- ପଶ୍ଚିମାଞ୍ଚଳ ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ପୀଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ପ୍ରାତଃ ସମୟରେ ମନ୍ଦିର ପୂଜକଙ୍କ ଦ୍ବାରା ଶୁଭ ଶଙ୍ଖନାଦ…

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି ବଅଁରପାଳ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଅଁରପାଳସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ଓ ଭକ୍ତିର ଅନନ୍ୟ ଦୃଶ୍ୟ ପରିଲକ୍ଷିତ ହୋଇଥିଲା।…