Category: ସମ୍ବଲପୁର

ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ଦମ୍ପତ୍ତି ପାଇଲେ ପରିବେଶ ଯୋଦ୍ଧା ଦମ୍ପତ୍ତି ସମ୍ମାନ

ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ଦମ୍ପତ୍ତି ପାଇଲେ ପରିବେଶ ଯୋଦ୍ଧା ଦମ୍ପତ୍ତି ସମ୍ମାନ :୩/୧୧: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ମହକୁମାରେ ଆଜି ସମଲେଶ୍ବରୀ ସାହିତ୍ୟ ସଂସଦର ଦ୍ୱାଦଶତମ ସ୍ଵନକ୍ଷତ୍ର ଉତ୍ସବ ସଂସଦର ସଭାପତି ଶୋଭା ଚନ୍ଦ୍ର…

ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲସିଂହା ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଅତାବିରା ବ୍ଲକ ସ୍ଥିତ ଗୋଡ଼ଭଗା କୁମେଲସିଂହା ସିଦ୍ଧାର୍ଥ ପବ୍ଲିକ ସ୍କୁଲ ତା.୦୨.୧୨.୨୦୨୩ ରୁ ଆରମ୍ଭ କରି ତା.୦୪.୧୨.୨୦୨୩ ପର୍ଯ୍ୟନ୍ତ ତିନଦିନ ଧରି ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲସିଂହା ର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ୦୨.୦୧୨.୨୩ ଶନିବାର…

ଖୋଲିବ ହୀରାକୁଦର ୨ଟି ଗେଟ୍

ଖୋଲିବ ହୀରାକୁଦର ୨ଟି ଗେଟ୍ ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌। Post Views: 0

ହୀରାକୁଦର ଜଳସ୍ତର ବଢ଼ିବାର ଲାଗିଛି

ହୀରାକୁଦର ଜଳସ୍ତର ବଢ଼ିବାର ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି। ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪,୨୫,୩୮୩ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦ଟି ଗେଟ ଦେଇ…

ଜୁଲାଇ ୨୩ରେ ବନ୍ୟାଜଳ ଛାଡ଼ିବ ହୀରାକୁଦ

ଜୁଲାଇ ୨୩ରେ ବନ୍ୟାଜଳ ଛାଡ଼ିବ ହୀରାକୁଦ ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ। ମହାନଦୀ ଓ ଶାଖାଗୁଡ଼ିକରେ ବୃଦ୍ଧି ପାଇବ ଜଳସ୍ତର। ନଦୀକୁ ପ୍ରବେଶ ଉପରେ ସତର୍କ ସୂଚନା ଜାରି। ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। Post Views:…

ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦର ଜଳସ୍ତର ଉପରମୁଣ୍ଡାରେ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୭.୦୮ ଫୁଟ। ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ। ନିଷ୍କାସିତ ହେଉଛି ୩୯ହଜାର ୮୭ କ୍ୟୁସେକ ଜଳ। Post…

ବିସ୍ଥାପିତଙ୍କୁ ଜମି ପଟ୍ଟା ଦେବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବାଇପାସ୍‌ ରାସ୍ତାର ରେଲବାଇ କ୍ରସିଂ ନିକଟରେ ଓଭର ବ୍ରିଜ୍‌ ନିର୍ମାଣ କରାଯିବା। ରେଙ୍ଗାଲି ରେ ଏକ ସରକାରୀ ବସ୍‌ ଷ୍ଟାଣ୍ଡ୍‌ ନିର୍ମାଣ କରାଯିବା ଏବଂ ହିରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଗତ ସାତ ଦଶନ୍ଧି…