ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ।
ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣିମଣ୍ଡଳ ଠାରେ ଆୟକର ବିଭାଗ ପକ୍ଷରୁ ଚଢାଉ। ଯୋଡା ଖଣି ମଣ୍ଡଳ ତଥା ଯୋଡା ଯୋଡା…
