ନଦୀକୂଳରେ ଭୋଜି କରିବା ହେଲା ଗାଧୋଇବା ବେଳେ ନଦୀରେବୁଡ଼ି ଯୁବକ ନିଖୋଜ।
କେନ୍ଦୁଝର ଜିଲ୍ଲାରେ ନଦୀକୂଳରେ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପଡିଲା ମହଙ୍ଗା ଗାଧୋଇବା ବେଳେ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିବା ସୂଚନା। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ…
