ଓରିଶା ଟୁଡ଼େର ୧୯ତମ ବାର୍ଷିକ ଉତ୍ସବ, ନଦୀର ପର୍ଯ୍ୟଟନ ପ୍ରତି ସରକାର ଗୁରୁତ୍ୱ ଦେବା ଉଚିତ୍
ଭୁବନେଶ୍ୱର(ବ୍ୟୂରୋ)ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଅଧିକ ଗୁରୁତ୍ୱ ଦିଆଗଲେ ରାଜ୍ୟର ଅର୍ଥନୀତିରେ ବିକାଶ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିିଛନ୍ତି । ବୁଧବାର ଭୁବନେଶ୍ୱର ଠାରେ ଦୈନିକ ଇଂରାଜୀ ଖବର କାଗଜ ‘ଓରିଶା ଟୁଡ଼େ’ର ୧୯ତମ ବାର୍ଷିକ…
