Month: September 2025

ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା

ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା । ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ…

ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା | ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ | ମହାମାୟାଙ୍କ ମହା ଅଷ୍ଟମୀ…

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶାରଦୀୟ ଅଭିନନ୍ଦନ

ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ।…

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ ଯାଜପୁର_ ବିଂଝାରପୁର ବ୍ଳକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା ଯୁବ ସାମ୍ବାଦିକ ନିମାଇଁ ଘଡାଇଙ୍କ ବାପା ନୃସିଂହ ଘଡାଇଙ୍କ ଆଜି ପରଲୋକ ହୋଇଯାଇଛି।ତାଙ୍କ ପରଲୋକରେ ବିଂଝାରପୁର ସାମ୍ବାଦିକ ୟୁନିୟନର କର୍ମକର୍ତ୍ତା ଯଥା ଦେବପ୍ରସାଦ…

ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ନବ ରାତ୍ରି ପୂଜା ର ନବମ ଦିବସ ରେ ମହିଷା ସୁର ମର୍ଦ୍ଦିନି ଦେବୀ ବେଶ

ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ନବ ରାତ୍ରି ପୂଜା ର ନବମ ଦିବସ ରେ ମହିଷା ସୁର ମର୍ଦ୍ଦିନି ଦେବୀ ବେଶ ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ କନକ ଦୂର୍ଗାଙ୍କ…

ପ୍ରଶାସନ ଧୃତରାଷ୍ଟ୍ର ସାଜିଥିବା ବେଳେ ପୋଲ ରାସ୍ତା ମରାମତି କଲେ ଗ୍ରାମବାସୀ

ପ୍ରଶାସନ ଧୃତରାଷ୍ଟ୍ର ସାଜିଥିବା ବେଳେ ପୋଲ ରାସ୍ତା ମରାମତି କଲେ ଗ୍ରାମବାସୀ ।ଅହରହ ବର୍ଷାରେ ଭାଗିଂ ପଡିଥିଲା ପେlଲ। ପ୍ରଶାସନକୁ ବାରମ୍ବାର ଗୁହାରୀ ସତ୍ୱେ ଶୁଣୁନଥିଲା ପ୍ରଶାସନ । ଶେଷରେ ବାଧ୍ୟ ହେଇ ନିଜ ଅର୍ଥରେ ନିଜେ ଶ୍ରମଦାନ କରି ପେlଲ…

କେନ୍ଦୁଝର ଜିଲ୍ଲାରେ ଜାରି ରହିଛି ହାତୀପଲ ଆତଙ୍କ

କେନ୍ଦୁଝର ଜିଲ୍ଲାରେ ଜାରି ରହିଛି ହାତୀପଲ ଆତଙ୍କ l ଲେଉଟିଲେ ତିରିସ ଟିକିଆ ହାତୀପଲ, ଭୟଭୀତ ଓ ଆତଙ୍କିତ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ରେ ଜାରି ରହିଛି ହାତୀପଲ ଙ୍କ ଉତ୍ପାତ।ଗତ ମାସରେ ଚମ୍ପୁଆ ରେଞ୍ଜ ଛାଡି ସଦର…

ମାଁ ମାଣିକେଶ୍ଵରୀ ଙ୍କ ବିଶ୍ବପ୍ରସିଦ୍ଧ ଛତରଜାତ୍ରା, ଚଳଚଞ୍ଚଳ କଳାହାଣ୍ଡି….

ମାଁ ମାଣିକେଶ୍ଵରୀ ଙ୍କ ବିଶ୍ବପ୍ରସିଦ୍ଧ ଛତରଜାତ୍ରା, ଚଳଚଞ୍ଚଳ କଳାହାଣ୍ଡି…. କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି ମାଁ ମାଣିକେଶ୍ଵରୀ ଙ୍କ ବିଶ୍ବପ୍ରସିଦ୍ଧ ଛତରଜାତ୍ରା,ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ରେ ଜାଉଛନ୍ତି ମାଁ, କଳାହାଣ୍ଡି ର ବିରବାଦ୍ୟ ଘୁମୁରା , ଶଙ୍ଖ ଘଣ୍ଟ ବାଦ୍ୟନାଦ…

ବିଷ୍ନୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ଘୋଷଣା

କାନାଡା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ…

ବରେଲି ହିଂସା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମାଷ୍ଟରମାଇଣ୍ଡ ମୌଲାନା ତୌକିର ରଜାଙ୍କ କାର୍ଯ୍ୟାଳୟ ସିଲ୍

ବରେଲିରେ ଶୁକ୍ରବାର ପ୍ରାର୍ଥନା ପରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ହିଂସାତ୍ମକ ସଂଘର୍ଷର ମାଷ୍ଟରମାଇଣ୍ଡ ଅଭିଯୋଗରେ ସ୍ଥାନୀୟ ମୌଲାନା ତଥା ଇତ୍ତେହାଦ୍-ଏ-ମିଲ୍ଲତ ପରିଷଦର ମୁଖ୍ୟ ତୌକିର ରଜା ଖାନକୁ…