ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ଯାଜପୁର_ ବିଂଝାରପୁର ବ୍ଳକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା ଯୁବ ସାମ୍ବାଦିକ ନିମାଇଁ ଘଡାଇଙ୍କ ବାପା ନୃସିଂହ ଘଡାଇଙ୍କ ଆଜି ପରଲୋକ ହୋଇଯାଇଛି।ତାଙ୍କ ପରଲୋକରେ ବିଂଝାରପୁର ସାମ୍ବାଦିକ ୟୁନିୟନର କର୍ମକର୍ତ୍ତା ଯଥା ଦେବପ୍ରସାଦ ସାହୁ,ସୋନୁ ଭାଇ,ସତ୍ୟ ମଲ୍ଲିକ, ଶଙ୍କର୍ଷଣ ସାମଲ,ଅନଙ୍କ ଉଦୟ ବେଉରିଆ, ଗୋପାଳ ସୁତାର , ଅକ୍ଷୟ ନାୟକ,ସିତା କାନ୍ତ ସାମଲ ,ସରୋଜ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଗଭିର ଶୋକ ପ୍ରକାଶ କରିଛନ୍ତି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



