ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ନବ ରାତ୍ରି ପୂଜା ର ନବମ ଦିବସ ରେ ମହିଷା ସୁର ମର୍ଦ୍ଦିନି ଦେବୀ ବେଶ
ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ କନକ ଦୂର୍ଗାଙ୍କ ମନ୍ଦିର ରେ ନବ ରାତ୍ରି ପୂଜା ର ନବମ ଦିବସ ରେ ମହିଷା ସୁର ମର୍ଦ୍ଦିନି ଦେବୀ ବେଶ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ ,ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି ହୋଇଥିଲା। ଆଜି ନଵରାତ୍ରୀ ର ଚତୁର୍ଥ ଦିନ ରେ ମା କନକ ଦୁର୍ଗା ଙ୍କୁ ଲଳିତା ତ୍ରିପୁରା ସୁନ୍ଦରୀ ବେଶ ଅନୁଷ୍ଠିତ ହୋଇଥିଲା। ସକାଳ ୯.୩୦ ରେ ପଣା ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଶୋଳଷ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି ଅର୍ଚ୍ଚନା କରାଯାଇଥିଲା। , ସନ୍ଧ୍ୟା ରେ ଆଳତି ମହାନବମୀ ପୂଜା ସହ ପୂର୍ଣ୍ଣାହୁତି ରାତ୍ର ରେ ବଡ଼ ସିଂହାର ଭୋଗ ପରେ ପହଡ଼ ପଡ଼ିବ ।



