Category: ଗଜପତି

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ – ଗଜପତି

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ ପଞ୍ଚାୟତର ଅଫିସ୍ ସାମ୍ନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସକାଳ ୯.୫୦ ମିନିଟ ସମୟରେ ଏକ ବୋଝେଇ ଟ୍ରକ ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେବାରୁ ଓ ବାଇକ୍ ଆରୋହୀ ଜଣକ…

କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଓଡ଼ିଶାରେ ‘ଉତ୍କଳ ଦିବସ’ରୁ ଜି-୨୦ ବୈଠକ ପର୍ଯ୍ୟନ୍ତ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ…

ଉତ୍କଳ ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି

ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ…

ଟାଟା ଷ୍ଟିଲ ମେରାମଣ୍ଡଳି କୁ ଇସ୍ପାତ ସୁରକ୍ଷା ପୁରସ୍କାର

ନରେନ୍ଦ୍ରପୁର ୨୭ ମାର୍ଚ୍ଚ ୨୦୨୩ ଟାଟା ଷ୍ଟିଲ ମେରାମଣ୍ଡଳି (ଟି ଏସ୍ ଏମ୍) ଏହାର ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଜଏଂଟ କମିଟି ଅନ ଅଫ ସେପ୍ଟି ହେଲଥ ଆଣ୍ଡ ଏନଭରମେଣ୍ଟ ଇନ୍ ଷ୍ଟିଲ୍ इंडस्ट्री ଠାରୁ ସମ୍ମାନ ଜନକ ଇସ୍ପାତ…

ନାଲକୋକୁ କୋଇଲା ଓ ପାଣି ବନ୍ଦ ନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରସ୍ତୁତି ବୈଠକ ।

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି…

ଜମିବାଡି ଭାଗବଣ୍ଟା ନେଇ ସାନ ଭାଇ ଆକ୍ରମଣ ରେ ବଡ ଭାଇ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର…

ଅନୁଗୋଳ ପୌରପୋଳିକାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…

ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି ଅଭିଯୋଗରେ ଯୁବକକୁ କୋର୍ଟଚାଲଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର…