*ଜୟନ୍ତୀଙ୍କ ମନରେ ମଉଳି ଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇବାର ଆଶା *
*ଜୟନ୍ତୀଙ୍କ ମନରେ ମଉଳି ଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇବାର ଆଶା *୨୭/୦୭(ଦଶରଥପୁର )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଚମ୍ପେଇପାଳ ଗ୍ରାମପଞ୍ଚାୟତର ଉଦୟପୁର ଗ୍ରାମରେ ଏମିତି ଏକ ଅବହେଳିତ ପରିବାର ରହିଛି ଯାହାକି ଏବେମଧ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାରେ ମିଳୁଥିବା ପ୍ରଧାନମନ୍ତ୍ରୀ…
