ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…
