କଟକ ବିରୂପା ନଦୀ ଉପରେ ହେବ ଏକ ସେତୁ। ୬୦ କୋଟି ର ବ୍ୟୟବରାଦ ରେ ୫୦୦ ମିଟର ସେତୁ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ଆଜି ପ୍ରସ୍ତାବିତ ଜାଗା ପରିଦର୍ଶନ କଲେ ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ଏବଂ ବିଭାଗୀୟ ଆଧିକାରୀ, ଯନ୍ତ୍ରୀ । ଏହି ସେତୁ ନିର୍ମାଣ ଦ୍ୱାରା ମଣ୍ଡାପଡା କଟକ ମଧ୍ୟରେ ୧୦ କିଲୋମିଟର ଦୂରତା କମିବା ସହ ଉପକୃତ ହେବେ ଅଂଚଳବାସୀ ବୋଲି ବିଧାୟକ କହିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।




