ଗଞ୍ଜାମର ଐତିହାସିକ ଅଷ୍ଟଶମ୍ଭୁ ପୀଠରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଜଳାଭିଷେକ; ଭାବିନିପୁରଠାରେ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସର ଉଦ୍ଘାଟନ
ବ୍ରହ୍ମପୁର, ୧୭/୮ : ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲାର ଐତିହାସିକ ମହୁରୀଗଡ଼ ଅଷ୍ଟଶମ୍ଭୁ ପୀଠଗୁଡ଼ିକରେ ପବିତ୍ର ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବ୍ୟ ଉତ୍ସବରେ ଓଡ଼ିଶା ସରକାରଙ୍କ…
