ଗୋପାଳପୁର, ୩୦/୫ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ସ୍ଥିତ ହୋଟେଲ୍ ପ୍ରମୋଦ ରେଡ଼ିସନ୍ ଠାରେ ଚାଲିଥିବା “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬” ପ୍ରଶିକ୍ଷଣ ବର୍ଗର ଦିତୀୟ ଦିବସର ଅଷ୍ଟମ ସତ୍ରରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ, ପୈାର ଏବଂ ସମବାୟ ନିର୍ବାଚନର ପୂର୍ବ ପ୍ରସ୍ତୁତି ସହିତ ଭାରତୀୟ ଜନତା ପାର୍ଟିକୁ କିଭଳି ଯଶସ୍ୱୀ କରାଇହେବ ସେହି ବିଷୟ ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ...



