ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ।
୧୬୦୦ରୁ ଅଧିକ ଚାରା ରୋପଣ। ପାରିପାଶ୍ୱିର୍କ ଅଂଚଳର ୫୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ : ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା ବିଷୟ ‘ -ବିଟ୍ ଦି ପ୍ଲାଷ୍ଟିକ୍ ’ ଅନୁସାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍…
