ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍କିଲ୍ – ଇନ୍ – ଓଡିଶା ଆଜି ବିଶ୍ଵ ବ୍ରାଣ୍ଡ ଭାବେ ପରିଚିତ – ମନ୍ତ୍ରୀ

  1. ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ
  2. ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି
  3. ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ସ୍ଥାନିତ

ଭୁବନେଶ୍ୱର  (୨୭ / ୦୫ / ୨୦୨୩) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗୀୟ ସମୀକ୍ଷା ବୈଠକର ନିର୍ଯ୍ୟାସ ଓ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ଗୀତ ଗୋବିନ୍ଦ ସଦନରେ ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡେଇ କହିଲେ ଯେ ରାଜ୍ୟରେ ବୈଷୟିକ | ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ରାଜ୍ୟର ମାନବ ସମ୍ବଳ ଉପଯୋଗପୂର୍ବକ ଦୃଢ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ ନେଇ ୨୦୧୧ ମସିହାରେ ସୃଷ୍ଟି କରାଯାଇଥିବା ବିଭାଗ ଆଜି ବିଶ୍ୱସ୍ତରରେ ପରିଚିତ ହୋଇ ପାରିଛି ।

ଗତ ୪ ବର୍ଷ ମଧ୍ୟରେ ବିଭାଗ , ଦକ୍ଷତା ପ୍ରତିଷ୍ଠାନଗୁଡିକରେ ଭିଭିଭୂମି ସମ୍ପ୍ରସାରଣ ଏବଂ ନବୀକରଣକୁ ପ୍ରାଥମିକତା ଦେଇଛି । ଆଜି ୨୦ , ୦୦୦ ପ୍ରାର୍ଥୀ , ୩୪ ଟି ସରକାରୀ ପଲିଟେକ୍‌ନିକ୍ସ , ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର , ୨ ଗୋଟି ପରିଚାଳନା ପ୍ରତିଷ୍ଠାନ , ୫ ଟି ଇଞ୍ଜିନିୟରିଂ କଲେଜ ଏବଂ ୩ ଟି ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ୬୦ ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯୁବବର୍ଗଙ୍କୁ ଦକ୍ଷତା ଦେବା ପାଇଁ ପ୍ରତିବଦ୍ଧ । ଦେଶର ୧୦୦ ଟି ସର୍ବଶ୍ରେଷ୍ଠ ଆଇ.ଟି.ଆଇ ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାର ୬ ଗୋଟି ଅନୁଷ୍ଠାନ ସ୍ଥାନିତ ହୋଇଛି । ଏଭଳି ଏକ ଦୃଢ ନେଟୱାର୍କ ପାଇଁ ରାଜ୍ୟ ଗର୍ବ ଅନୁଭବ କରିବା ସହିତ ଦେଶରେ ସ୍କିଲ୍ – ଇନ୍ – ଓଡିଶାର ମୂଳଦୁଆ ସ୍ଥାପିତ

ହୋଇ ପାରିଛି ।

ବିଭାଗର ବଜେଟ ଆର୍ଥିକ ବର୍ଷ ୨୦୧୯ – ୨୦ ରେ ୭୧୯ କୋଟିରୁ ବୃଦ୍ଧି ପାଇ ୨୦୨୨ – ୨୩ ରେ ୮୧୧.୦୦ କୋଟି ଏବଂ ୨୦୨୩ – ୨୪ ଆର୍ଥିକ ବର୍ଷରେ ବଜେଟରେ ୯୮୬.୨୫ କୋଟି ଟଙ୍କା ଆବଣ୍ଟନ ସହିତ ଏକ ଉତ୍ସାହପ୍ରଦ ଅଭିବୃଦ୍ଧି ଦେଖିବାକୁ ମିଳିଛି , ଯାହା ୨୧ ପ୍ରତିଶତରୁ ଅଧ୍ୟକ । ଏହି ଅତିରିକ୍ତ ଆର୍ଥିକ ଆବଣ୍ଟନ ରାଜ୍ୟରେ ଦକ୍ଷତା ହାସଲ କ୍ଷେତ୍ରରେ ଏକ ଚମକ ସୃଷ୍ଟି କରିବ ।

ଆଇ.ଟି.ଆଇ ରେ ଝିଅମାନଙ୍କର ନାମଲେଖାକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା ସୁଦକ୍ଷା ଯୋଜନା , ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଶିଳ୍ପ ତାଲିମ କେନ୍ଦ୍ରମାନଙ୍କରେ ଛାତ୍ରୀମାନଙ୍କ ଯୋଗଦାନ ୨୦୧୬ – ୧୭ ରେ ୬ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୨୨.୫ ପ୍ରତିଶତରେ ପହଞ୍ଚିଛି ।

ଏହି ସଫଳତା ଉପରେ ଆଧାର କରି ବିଭାଗ ପଲିଟେକ୍‌ନିକ୍ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରୀମାନଙ୍କୁ ସୁଦକ୍ଷା ଯୋଜନାରେ ନାମ ଲେଖାଇବାକୁ ନିଷ୍ପତ୍ତି ନେଇଛି । ଆବାସିକ ସୁବିଧା ପ୍ରଦାନର ଗୁରୁତ୍ୱପୂର୍ଣ ଆବଶ୍ୟକତାକୁ ସ୍ୱୀକାର କରି ୪୯ଟି ସରକାରୀ ଆଇଟିଆଇ ଏବଂ ୩୩ଟି ସରକାରୀ ପଲିଟେକ୍‌ନିକରେ ହଷ୍ଟେଲ ଯୋଗାଇ ଦିଆ ସାରିଥିବାବେଳେ ଅବଶିଷ୍ଟାଶରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।୨୦୨୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଶ୍ଵ ଦକ୍ଷତା କେନ୍ଦ୍ର ( WSC ) ର ଉଦ୍‌ଘାଟନ ସହିତ ଦକ୍ଷତା ବିକାଶ ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ବର୍ଷ ଥିଲା । WSC , ରାଜ୍ୟର ଆଇ.ଟି.ଆଇ ଏବଂ ପଲିଟେକ୍‌ନିକ୍ ଛାତ୍ରମାନଙ୍କ ପାଇଁ ଏକ ମେଗା ଫିନିସିଂ ସ୍କୁଲ୍ ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତିପ୍ରାପ୍ତ ITEES ସ୍କିଲ୍ ଯୋଗ୍ୟତା ( ISQ ) , ପ୍ରମାଣପତ୍ର ପ୍ରଦାନ କରେ । WSC ମଧ୍ୟ ଆମର ପ୍ରଶିକ୍ଷକଙ୍କ ଦକ୍ଷତା ବିକାଶ , ଛାତ୍ରମାନଙ୍କୁ ଜୀବନ – କୌଶଳ ତାଲିମ ପ୍ରଦାନ ଏବଂ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଅନୁଷ୍ଠାନ ସହ ସହଭାଗୀତା ପାଇଁ ଏକ କେନ୍ଦ୍ର ପାଲଟିଛି ।

ବୈଷୟିକ ବିଶ୍ୱବିଦ୍ୟାଳୟ , ସ୍ୱାସ୍ଥ୍ୟସେବା , ଡାଟା ଆନାଲିଟିକ୍ସ , ଗଣନା , ଅକ୍ଷୟ ଶକ୍ତି ଏବଂ ବୈଦ୍ୟୁତିକ ଯାନ ପରି ୧୬ ରୁ ଅଧୁକ ଉତ୍କର୍ଷ କେନ୍ଦ୍ର ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରା ଯାଇଛି । ଓଡିଶା ସ୍କିଲ୍ କନକ୍ଲେଭ ୨୦୨୩ ସମୟରେ , ଦେଶ ବାହାର ଓ ଭିତର ଅନୁଷ୍ଠାନଗୁଡ଼ିକ ସହିତ ୨୪ ରୁ ଅଧ୍ୟକ ବୁଝାମଣା ପତ୍ର ସ୍ବାକ୍ଷରିତ କରି ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଭାବରେ ସ୍କିଲ୍ – ଇନ୍ – ଓଡିଶାକୁ ପୁନଃ ପ୍ରମାଣିତ କରିଛି ।

ଟେକ୍ନୋଲୋଜିଚାଳିତ କୌଶଳର ଗୁରୁତ୍ଵକୁ ସ୍ୱୀକାର କରି ବିଭାଗ ଆଇଟିଆଇରେ ଇଣ୍ଟରନେଟ୍ ଅଫ୍ ଥ୍ଙ୍ଗସ୍ , ଡ୍ରୋନ୍ ଟେକ୍ନିସିଆନ୍ , ଡ୍ରୋନ୍ ପାଇଲଟ୍‌ , ସ୍କାର୍ଟ ଏଗ୍ରିକଲ୍‌ଚର , ମେକାଟ୍ରୋନିକ୍ସ ଏବଂ ସ୍ମାର୍ଟ ସିଟି ସୋଲାର ଟେକ୍ନିସ ଭଳି ନୂତନ ଯୁଗର ବ୍ୟବସାୟ ଆରମ୍ଭ କରିଛି । ଆଇଟିଆଇ , ପଲିଟେକ୍‌ନିକ୍ସ , ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ର ଏବଂ ଅଧ୍ୟାପିକାମାନଙ୍କ ମଧ୍ୟରେ ଡିଜିଟାଲ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ , ପ୍ରତିଷ୍ଠିତ ଶିଳ୍ପ ସହ ସହଭାଗିତା କରି ୩୦ , ୦୦୦ ରୁ ଅଧିକ ଛାତ୍ର ଏବଂ ୩୦୦ ଅଧ୍ୟାପିକାଙ୍କ ପ୍ରଶିକ୍ଷଣକୁ ସହଜ କରିଛି ।

ଭବିଷ୍ୟତର କୌଶଳ ଏବଂ ନୂତନ ଯୁଗର ପାଠ୍ୟକ୍ରମରେ ଦକ୍ଷତା ପ୍ରଦାନ ପାଇଁ ଓଡିଶା ବଜେଟ୍ ୨୦୨୩ – ୨୪ ରେ ନୂତନ ଉନ୍ନତ ଅଭିଳାଷ ( NUA ) ଯୋଜନାରେ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । କ୍ଲାଉଡ୍ କମ୍ପ୍ୟୁଟିଂ , ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ , ଅଗମେଣ୍ଟେଡ୍ ରିଅଲିଟି -ଭର୍ଟୁଆଲ୍ ରିଅଲିଟି , ଡାଟା ସାଇନ୍ସ ଏବଂ ୩୬ ପ୍ରିଣ୍ଟିଙ୍ଗ୍ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଏହି ସ୍କିମ୍ ଲକ୍ଷ୍ୟ ରଖିଛି ।

ବିଭାଗର ନିରନ୍ତର ଉଦ୍ୟମ ସ୍କିଲ୍ – ଇନ୍ – ଓଡିଶାକୁ ଏକ ବିଶ୍ଵ ବ୍ରାଣ୍ଡ ଭାବରେ ପରିଚିତ କରିଛି । ଓଡିଶାର କୁଶଳୀ ଯୁବକମାନେ ଜାତୀୟ ତଥା ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟର ସମ୍ମାନ

ଆଣିଛନ୍ତି ।

ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଅନ୍ତର୍ଭୂକ୍ତି ତଥା ପ୍ରଯୁକ୍ତିବିଦ୍ୟା ଦ୍ଵାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ଦକ୍ଷତା ବିକାଶ ବିଭାଗ ପ୍ରତିଶୃତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଥିଲେ ।

ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଯୋଜନାରୀ ବିଭାଗର ସମୀକ୍ଷା କରିବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ । ବିଭାଗର ଅନ୍ୟ ବରିଷ୍ଠ ଅଧ୍ୟାକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech