ନଭେମ୍ବର ୨୪ରୁ କଟକରେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା, ଚଳିତବର୍ଷ ହେବ ଆହୁରି ଭବ୍ୟ
ନଭେମ୍ବର ୨୪ରୁ କଟକରେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା, ଚଳିତବର୍ଷ ହେବ ଆହୁରି ଭବ୍ୟ କଟକ, ୨୭/୮: ଓଡ଼ିଆ ଐତିହ୍ୟ, ପରମ୍ପରା ଓ ବାଣିଜ୍ୟିକ ଗୌରବର ପ୍ରତୀକ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ଚଳିତବର୍ଷ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ।…
