Category: Uttarpradesh

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ୨ ଗୁରୁତର

ଚାରିଧାମ ଯାତ୍ରାରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା କୁହାଯାଉଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି…

୧୨୯ ବର୍ଷ ବୟସରେ ବାବା ଶିବାନନ୍ଦଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ବାରାଣାସୀ ନିବାସୀ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ଦେହାନ୍ତ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ହସ୍ପିଟାଲରେ ଚିକିତ୍ସା ସମୟରେ ଶନିବାର, ମେ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବା ଶିବାନନ୍ଦଙ୍କ ବୟସ ୧୨୯ ବର୍ଷ ବୋଲି କୁହାଯାଏ,…

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ…

ରାମଲାଲାଙ୍କ ସୂର୍ଯ୍ୟ ତିଲକ: ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ପଡିଲା ସୂର୍ଯ୍ୟ କିରଣ

ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ…

ମହାକୁମ୍ଭରେ ବୁଡ ପକାଇଲେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍

ପ୍ରୟାଗରାଜ: ସରି ସରି ଆସୁଛି ମହାକୁମ୍ଭ । ହାତରେ ମାତ୍ର ଦିନଟିଏ । ତେଣୁ ଏଭଳି ମୁହୂର୍ତ୍ତକୁ ହାତ ଛଡା ନକରିବା ପାଇଁ ଏବେ, ଶେଷ ସମୟରେ ଏବେ ସଙ୍ଗମକୁ ଛୁଟୁଛି, ଭକ୍ତଙ୍କ ସୁଅ । ଏବେ ପର୍ଯ୍ୟନ୍ତ ପାଖାପାଖି ୬୦…

ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୂବନେଶ୍ୱର, ୨୩/୦୨ : ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ…

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା, ୧୦ ମୃତ ଆଶଙ୍କା

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ବଡ ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତ୍ରିବେଣୀ ସଙ୍ଗମରେ ବୁଡ଼…

ସଡକରୁ ସଂସଦ.ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ…

ଭୟଂକର ଅଗ୍ନିକାଣ୍ଡରେ ୪ ମୃତ

ଉତ୍ତର ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୪ଜଣଙ୍କ ମୃତ ହୋଇଛନ୍ତି । ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନ ଯାଇଛି। ଉତ୍ତରପ୍ରଦେଶ ଝାନ୍‌ସୀ ସିପରି ବଜାର ଅଞ୍ଚଳରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଛି। ୩…