ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା

ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା l

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଳିବେରଣା ଗ୍ରାମରେ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଆମ ପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କବିରାଜ ନାଏକ ଜଣେ ଅସାଧାରଣ ବ୍ୟକ୍ତିତ୍ୱ l ଜଣେ ବହୁ ପ୍ରତିଭା ଧାରୀ ଚରିତ୍ର । ଏକା ଧାରାରେ ସେ ଜଣେ ଶିକ୍ଷକ, ଉଦବୋଧକ, ସଂଗଠକ, ଓ ସମାଜ ସେବକ । ଖୁବ ସୁଦୀର୍ଘ ତାଙ୍କ ଶିକ୍ଷକ ଜୀବନ କାଳ ଭିତରେ ସେ ଗଢ଼ିଦେଇଛନ୍ତି ଅଗଣିତ ଶିଶୁ ମାନଙ୍କ ର ସୁନ୍ଦର ଭବିଷ୍ୟତ l ଛୋଟବେଳୁ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଜଣାପଡୁଥିଲା ମହାଶୟଙ୍କ ର ଜୀଵନାଦର୍ଶ। ଭବିଷ୍ୟତରେ ଜଣେ ଆଦର୍ଶ ଓ ଚରିତ୍ରବାନ ଶିକ୍ଷାର୍ଥୀ ହୋଇ ଦେଶର ସୁନାଗରିକ ହେବା ମହାଶୟ ଙ୍କ ର ପିତା ମାତା ସ୍ବପ୍ନ ଦେଖିଥିଲେ l ଶେଷରେ ଟେକ୍ନିକାଲ ଓ ପୋଲିସ ବିଭାଗ ର ଚାକିରି ଛାଡ଼ି ସେ ବର୍ତମାନ ହିନ୍ଦୋଳ ଶିକ୍ଷା ଜଗତରେ ଅଗଣିତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କର ଅତି ପ୍ରିୟପାତ୍ର ହୋଇପାରିଛନ୍ତି l ସେ ଯେଉଁ ଯେଉଁ ସ୍କୁଲରେ ଶିକ୍ଷକତା କରିଛନ୍ତି ସେଠି ସ୍ନେହ, ଶୃଙ୍ଖଳା ଆଉ ସୁଜନଶୀଳତାର ସୁଖଦ ବାତାବରଣ ଖେଳେଇ ଦେଇଛନ୍ତି l ସେହି ସ୍ନେହ ଶିକ୍ତ ମଣିଷ ଜଣଙ୍କୁ ପ୍ରତ୍ୟେକ ସ୍କୁଲର ପିଲାମାନେ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ, ସର୍ବୋପରି ଦୁଦୁରୁକୋଟ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏପରିକି ସ୍କୁଲ ର ପାଣି ପବନ ମଧ୍ୟ ନିଦହଜା ଆଖିରେ ଝୁରୁଛନ୍ତି l ସ୍କୁଲର ପିଲାମାନଙ୍କୁ ସେ ଏମିନ୍ତି ଆପଣାଇ ନିଅନ୍ତି, ସତେ ଯେମିନ୍ତି ସେ ଜଣେ ଦେବଦୁତ ସାଜି ସେବକ ହିସାବରେ ପିଲା ମାନଙ୍କ ପାଇଁ ହିଁ ଜନ୍ମ ନେଇଛନ୍ତି l ତାଙ୍କର ଉର୍ନ୍ନତ୍ତ ଶିକ୍ଷା ଦାନ ର କୋମଳ ସ୍ପର୍ଶ ପାଇ କେତେ ଯେ ଡାକ୍ତର, ଇଞ୍ଜିନିୟର,ଚିକିତ୍ସା ବିଭାଗୀୟ କର୍ମଚାରୀ,ନ୍ୟାୟିକ ସଂସ୍ଥା ରେ ଓକିଲାତି, ଆଇଟି କମ୍ପାନୀ ସେକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ କାର୍ଯ୍ୟରତ l ଶିକ୍ଷକତା ସହିତ ନିଜ ଗ୍ରାମବାସୀ ମାନଙ୍କପାଇଁ ଶନି ମନ୍ଦିର, ବ୍ରାହ୍ମଣୀଦେବି ମନ୍ଦିର, ବିଭିନ୍ନ କ୍ଲବ, ସାମାଜିକ ସଂଗଠନ, ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ବିକାଶପାଇଁ ନୂଆ ରୂପରେ ସଜେଇ ଦେବାପାଇଁ ସ୍ୱପ୍ନ ଦେଖନ୍ତି l ଏମିତି ଏକ ମହାନ ବ୍ୟକ୍ତିତ୍ୱ ଙ୍କ ବିଷୟରେ ବର୍ଣ୍ଣନା କରିବା ଆମ ପାଖରେ ବାହୁଲ୍ୟ ମାତ୍ର l ନିଜର ସାରା ଜୀବନକୁ ଜଣେ ଶିକ୍ଷକ ଭାବରେ ବିତେଇ ଦେଇଥିବା ଆମ ପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ର ଶିକ୍ଷକତା କାର୍ଯ୍ୟ କାଳ ର ଆଜି ଅନ୍ତିମ ଦିନ, ତା 31/05/2026 ରିଖ ରେ ସେ ଆଜି ନିଜ ଶିକ୍ଷକ ଜୀବନରୁ ଅବସର ନେଉଛନ୍ତି ସତ, ହେଲେ ସମସ୍ତଙ୍କ ହୃଦୟରୁ ଭଲ ପାଇଥିବା ମୂର୍ତ୍ତିମନ୍ତ ମଣିଷ ଜଣଙ୍କୁ କିଏ କେବେ କଣ ଭୁଲି ପାରିବ । ସମ୍ବର୍ଦ୍ଧନା ଉତ୍ସବ ରେ ହିନ୍ଦୋଳ ର ପ୍ରିୟ ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ ଉପସ୍ଥିତ ରହି କବି ଭାଇ ସମ୍ଵୋଧନ କରି କହିଥିଲେ ଯେ ସେ ହେଉଛନ୍ତି ଶିକ୍ଷକ ସମାଜର ତଥା ମଣିଷ ଗଢ଼ା କାରଖାନା ର ଏକ ନିଆରା ମଣିଷ। ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜିତ ସଭାରେ ବସିଥିବା ସମସ୍ତ ମଞ୍ଚାସୀନ ଅତିଥି ମାନେ ମହାଶୟଙ୍କ ସେବା ମନୋବୃତ୍ତିର ଆଗ୍ରହ କୁ ଦେଖି ଏହା ଆଗକୁ ଜାରି ରହୁ ବୋଲି ମତବ୍ୟକ୍ତ କରିଥିଲେ l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech