
ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଟ୍ୱିନ୍ ସିଟି ସମେତ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର। ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ।

ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଟ୍ୱିନ୍ ସିଟି ସମେତ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର। ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ।
ରାଜ୍ୟରେ ୩୦ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୯୮୯ ପଜିଟିଭ୍ ଚିହ୍ନଟ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୮୩୪୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୩ ଜଣ କ୍ରାରେଣ୍ଟାଇନରେ ରହିଥିବା ବେଳେ ୧୨୫୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଜାତୀୟ ରାଜଧାନୀ ରେ କରୋନା ସଂକ୍ରମଣ ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ : ଉପ ରାଜ୍ୟପାଳ ଙ୍କ ସହ କରିବେ ବୈଠକ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାତୀୟ ତଥା ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦିତୀୟ ଲହର ଜାରି ରହିଛି l ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବିଭିିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି l ଏହି ପରିପ୍ରେକ୍ଷିରେ ଜାତୀୟ ରାଜଧାନୀ ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିବାଲ ଚିନ୍ତା ବ୍ୟକ୍ତ କରିଛନ୍ତି l ଦିଲ୍ଲୀରେ COVID19...
ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଜେ ବି ଏନ, ୧୫/୦୪ /୨୦୨୧, ଭୁବନେଶ୍ବର : ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସରେ ରହିଛି ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା (ଏଶଲଏସ) । ଭର୍ଚୁଆଲ ଲୋକାର୍ପଣ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ପରିବହନରେ ଆମ୍ବୁଲାନ୍ସ ସହାୟକ ହେବ । ୪୭ଟି ଆମ୍ବୁଲାନ୍ସକୁ ମିଶି ରାଜ୍ୟରେ ଏଏଲଏସ ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି କରାଯାଇଛି । ୪୭ଟି ନୂଆ ଆମ୍ବୁଲାନ୍ସ ମଧ୍ୟରୁ ୨୮ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସାମିଲ ହେବ । ଅନ୍ୟ...
କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ସ୍ମୃତିରେଖା ପହି ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଆଜି ବୁଧବାର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ନିଜ ସମର୍ଥକମାନଙ୍କ ସହ ସ୍ମୃତିରେଖା ପହି ବିଜେପିରେ ମିଶିଥିଲେ । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜୁବତ୍ ହେବ ବୋଲି ସଭାପତି ସମୀର ମହାନ୍ତି କହିଥିଲେ । କେନ୍ଦ୍ର ମନ୍ତ୍ରୀ...
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ, ବନ୍ଦ ହେବ ଉପ ନିର୍ବାଚନ ଜେ ବି ଏନ, ୧୫/୦୪/୨୦୨୧,ପିପିଲି /ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି । ସୂଚନା ମୁତାବକ କରୋନାରେ ତାଙ୍କ ଦେହାନ୍ତ ହୋଇଥିବ କୁହାଯାଉଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏଇ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଅଜିତ୍। ଅଜିତ୍ଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳି ଯାଇଛି। ତେବେ ପିପିଲି ବିଧାନସଭା ପାଇଁ ଚାଲିଥିବା ଉପ ନିର୍ବାଚନ ବନ୍ଦ ହେବା ସହ ପୁଣି ଥରେ ଉପ ନିର୍ବାଚନ...
ଶୁକ୍ରବାର ଠାରୁ ଲାଗୁ ହେବ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ ରୁ ବଜାର ହେବ ବନ୍ଦ ଜେ ବି ଏନ, ୧୫/୦୪/୨୦୨୧, ଜୟପୁର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ରଜସ୍ଥାନରେ କରୋନା ସ୍ଥିତି ଉତ୍କଟ ହେଉଥିବାରୁ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶୁକ୍ରବାର ଠାରୁ ରାଜ୍ୟର ସବୁ ସହରରେ ୧୨ ଘଣ୍ଟିଆ କମ୍ପ୍ୟୁ ବଳବତ୍ତର ରହିବ । ସୂଚନା ମୁତାବକ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିବ । ଏହି ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ । ଏପ୍ରିଲ ୩୦...
ଆଇପିଏଲ୍ : ଚମତ୍କାର ବୋଲିଂ କରି ୬ ରନରେ ବିଜୟୀ ହେଲା ଆରସିବି ଜେ ବି ଏନ, ୧୫/୦୪/୨୦୨୧, ନୂଆଦିଲ୍ଲୀ : ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ହାତରୁ ମ୍ୟାଚ ଛଡାଇ ଆଣିଛି ଆରସିବି । ଏହି ମ୍ୟାଚରେ ୬ ରନରେ ବିଜୟ ହାସଲ କରିଛି ବିରାଟ ବାହିନୀ । ଏହାସହ ବାଙ୍ଗାଲୋର ୨ଟି ମ୍ୟାଚ ଜିତି ଏବେ ଆତ୍ମବିଶ୍ବାସ ଦୃଢ଼ ରଖୁଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ...
ସାଧାରଣ ଜନତା ଙ୍କ ପାଇଁ ଦରଦ କେତେ (ଜେ ବି ଏନ /ପ୍ରିୟବ୍ରତ ସାମଲ) ୧୪/୦୪/୨୦୨୧ ଅନୁଗୋଳ : –ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ରେ ଆଜି ଧୂଳି ଓ କାରଖାନା ପାଉଁଶ ରେ ସ୍ତାନୀୟ ବାସିନ୍ଦା ହନ୍ତସନ୍ତ। ସୂଚନା ମୁତାବକ ଆଜି ପୂର୍ବାହ୍ନ ସମୟରେ ସାମାନ୍ୟ ପବନ ହୋଇଥିବା ବେଳେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଗାୟତ୍ରୀ କମ୍ପାନୀ ପକ୍ଷରୁ ନିକଟରେ ଥିବା କାରଖାନା ଗୁଡ଼ିକର ପାଉଁଶ ପକାଉଥିବା ପାଉଁଶ ଉଡାକୁ ନେଇ ଗ୍ରାମବାସୀ ହନ୍ତସନ୍ତ। ଏହି ଧୂଳି ଓ ପାଉଁଶ କୁ ନେଇ ଗ୍ରାମବାସୀ...
ଏମସିଏଲ ରେ ଜାଲ କାଗଜପତ୍ର ତିଆରି ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ତାଳଚେର/ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ସ୍ଥିତ କିଛି ଦୋକାନୀ ଜାଲ କାଗଜ ତିଆରି ଅଭିଯୋଗରେ କୋଲିୟରୀ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି l ସୂଚନା ମୁତାବକ ଜଗନ୍ନାଥ ଓ ସି ପି ର ପ୍ରୋଜେକ୍ଟ ଅଫିସର ଗତ ୧୦ ତାରିଖରେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ କେହି ଜଣେ ଜାଲ ଟ୍ରାନ୍ଜିଟ୍ ପାସ ତିଆରି କରି ୱେ ବ୍ରିଜ ପାଇଁ ଜାଲିଆତି କରି...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)




All rights reserved. Designed by Inter Softech