ଅତାବିରା ରେ ପାଳିତ ହେଲା ଦେବର୍ଷି ନାରଦ ମୁନି ଙ୍କ ଜୟନ୍ତୀ ବରଗଡ଼:-୦୩.୦୫.୨୦୨୬(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଦେବର୍ଷି ନାରଦ ଙ୍କ ଜନ୍ମ ଜୟନ୍ତୀ ଅତାବିରା ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ ସ୍ଥିତ ମାରୱାଡ଼ି ଧର୍ମଶାଲା ଠାରେ ସାମ୍ବାଦିକ ମନୀଷ ଶର୍ମାଙ୍କ ସଭା ପତିତ୍ବରେ ଅତି ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ରୀତିନୀତି ସହକାରେ ପାଳିତ ହୋଇଯାଇଛି।ପ୍ରଥମେ ଦେବର୍ଷି ନାରଦଙ୍କ ତୈଳ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯାଇ ଥିଲା।ଉପସ୍ଥିତ ସମସ୍ତେ ନାରଦ ଙ୍କ ସାମ୍ବାଦିକତା ର କଳା ଚlତୁ ର୍ଯ୍ୟତା,ସମ୍ବାଦ ଗ୍ରହଣ ଓ ପ୍ରଦାନ ରେ ତତ୍ପରତା ଏବଂ ସର୍ବୋପରି ବିଶ୍ବର କଲ୍ୟାଣ...



