ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି ବିପଦକୁ ଜାଣିପାରିବ । ଏହି ଡ୍ରୋନ୍ ଗୁଡିକ ୩୦ ମିନିଟ୍ ପାଇଁ ଆକାଶରେ ଉଡିପାରିବ । କେବଳ ଏତିକି ନୁହେଁ, ଏହି ଡ୍ରୋନ୍ ଭୂମିରୁ ପ୍ରାୟ ୪୫୦୦ ମିଟର ସହଜରେ ଉଡିପାରିବ । ମିଳିଥିବା ସୂଚନାନୁସାରେ, ନିକଟରେ ନୌସେନା ମୁଖ୍ୟ ଆଡମିରାଲ୍ ଦୀନେଶ କେ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ୨୬ ଟି ରାଫାଲ୍...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)


