
ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଅଭିଯୁକ୍ତଙ୍କୁ ଜେଲ
ଜେ ବି ଏନ, ୧୫/୧୨/୨୦୨୦, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ସ୍ତାନୀୟ ଲାଲବାଗ୍ ଥାନା ଅଞ୍ଚଳରେ ଏକ ଖବର ଜଣାପଡ଼ିଛି ଯେ ସୁତା ହାଟ ଅଞ୍ଚଳ ର ସଦାନନ୍ଦ ନାୟକ(ବାପି) ସେହି ଅଞ୍ଚଳରେ ନିଜ ମାମୁଁ ଙ୍କ ଘରକୁ ବୁଲି ବାକୁ ଆସିଥିବା ମନୋଜ (ଚ୍ଛଦମ ନାମ) ଯାହାର ବୟସ ମାତ୍ର ୧୫ ବର୍ଷ ତାକୁ ବିଭିନ୍ନ ଲୋଭ ଦେଖେଇ ୭/୮ ଦିନ ହେବ ଯୌନ ଶୋଷଣ କରି ଆସୁ ଥିଲା। ମାତ୍ର ଥରେ ସେ ବକ୍ସିବଜାର ସ୍ଥିତ ମିଶନ ସ୍କୁଲ ଭିତରେ ରାତି ସମୟରେ ପୁଣି ସେଇ ଘୃଣ୍ୟ କାର୍ଯ୍ୟ କଲା ବେଳେ କୌଣସି ସୂତ୍ର ରୁ ଲାଲବାଗ୍ ଥାନା ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଚଢାଉ କରି ବାପି କୁ ଗତ ୧୩.୧୨.୨୦୨୦ ରିଖରେ ଆଇଆଇସି ଶ୍ରୀ ଆଶୁତୋଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ କେସ ନମ୍ବର ୩୦୯/୨୦ ଏବଂ ଆଇ ପି ସି ଧାରା ୩୭୭ ରେ ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ସାଧାରଣ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି ଯେ ଲୋକେ କି ଭଳି ନିଜ ଯୌନ ଅକାଂକ୍ଷା କୁ ପୁରା କରି ବାକୁ ଯାଇ ଏତେ ତଳ କୁ ଖସି ଯାଉଛନ୍ତି।



