କଥାଦେଇ କଥା ରଖିଲେ ସମାଜସେବୀ ଓ ସମିତି ସଭ୍ୟ ପ୍ରବେଶନ ଭାଇ

ଯାଜପୁର ପେଗରପଡା ପଞ୍ଚାୟତର ଜେନା ସାହି ଠାରେ ଦୀର୍ଘ ଦିନରୁ ଦାବୀ କରିଆସୁଥିବା ନୁତନ ନଳକୁପ ପାଇଁ।ତାହା ଆଜି ଯୁବସମାଜ ସେବି ତଥା ସମିତ ସଭ୍ୟ ପ୍ରବେଶନ ଭାଇ ଆଜି ତାହା ପୁରଣ କରିଛନ୍ତି।ସେ କଥା ଦେଇଥିଲେ କରିବା ପାଇଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜେନା ସାହି,ସେଠି ସାହି ଓ ଦାସ ସାହିର ଲୋକମାନେ ଦୀର୍ଘ ଦିନଧରି ଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ପଡୁଥିଲେ ପାଣି ପାଇଁ। ସୁଦୁର ପରିଡ଼ା ସାହିକୁ ଯାଇ ପାଣି ଆଣିବାକୁ ପଡୁଥିଲା।ତେଣୁ ଆଜି ତାହା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ତେଣୁ ଲୋକମାନଙ୍କ ମଧ୍ୟରେ ନାହିଁ ନଥିବା ଆନନ୍ଦ ଓ ଉଲ୍ଲାସ ଖେଳିଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)
