କୋର୍ଟ ଆଦେଶ ଅମାନ୍ୟ କଲେ ଦରମାରୁ କଟିବ ଆଲିମୋନି; ଅର୍ଥ ବିଭାଗର ନୂଆ SOP

କୋର୍ଟ ଆଦେଶ ଅମାନ୍ୟ କଲେ ଦରମାରୁ କଟିବ ଆଲିମୋନି; ଅର୍ଥ ବିଭାଗର ନୂଆ SOP

ଦରମାରୁ କଟିଥିବା ଅର୍ଥ ହିତାଧିକାରୀଙ୍କ ଖାତାକୁ ଯିବ; DDOଙ୍କ ଉପରେ ରହିବ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର, ୧୮/୦୯: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ କିମ୍ବା ଆଲିମୋନି ରାଶି ପ୍ରଦାନରେ ବିଳମ୍ବ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି ବ୍ୟବସ୍ଥା ଅଧିକ କଡ଼ା ହେବ। କ୍ଷମତାପ୍ରାପ୍ତ ଅଦାଲତଙ୍କ ପ୍ରମାଣିତ ଓ କାର୍ଯ୍ୟକାରୀ ଆଦେଶ ଆଧାରରେ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ନିର୍ଦ୍ଧାରିତ ରାଶି କାଟି ହିତାଧିକାରୀଙ୍କୁ ସିଧାସଳଖ ପ୍ରଦାନ କରାଯିବ।

ଏନେଇ ଓଡ଼ିଶା ଅର୍ଥ ବିଭାଗ ପକ୍ଷରୁ ୧୭ ସେପ୍ଟେମ୍ବରରେ ଏକ Standard Operating Procedure (SOP) ଜାରି କରାଯାଇଛି। ଏହାର ଉଦ୍ଦେଶ୍ୟ କୋର୍ଟଙ୍କ ଆଦେଶ ଅନୁସାରେ ଭରଣପୋଷଣ ଓ ଆଲିମୋନି ପ୍ରଦାନ ପ୍ରକ୍ରିୟାକୁ ସମୟବଦ୍ଧ କରିବା।

HRMSରେ ‘Private Deduction’ ଭାବେ ଦର୍ଶାଯିବ

SOP ଅନୁଯାୟୀ, କ୍ଷମତାପ୍ରାପ୍ତ ଅଦାଲତଙ୍କ ପ୍ରମାଣିତ ଓ କାର୍ଯ୍ୟକାରୀ ଆଦେଶ ମିଳିବା ପରେ ସମ୍ପୃକ୍ତ Drawing and Disbursing Officer (DDO) ତୁରନ୍ତ HRMSରେ କର୍ମଚାରୀଙ୍କ ମାସିକ ପେ-ବିଲ୍‌ରେ ଆଲିମୋନି କିମ୍ବା ଭରଣପୋଷଣ ରାଶିକୁ ‘Private Deduction’ ଭାବେ ଦର୍ଶାଇବେ।

ଦରମାରୁ କଟାଯାଇଥିବା ରାଶି ଟ୍ରେଜେରୀ ମାଧ୍ୟମରେ DDOଙ୍କ ନିର୍ଦ୍ଦିଷ୍ଟ ସରକାରୀ କରେଣ୍ଟ ଆକାଉଣ୍ଟକୁ ଯିବ। ସେଠାରୁ ଯାଞ୍ଚ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅର୍ଥ ପଠାଯିବ।

ପ୍ରଥମ କିସ୍ତି ପୂର୍ବରୁ ହେବ ଯାଞ୍ଚ

ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ DDOଙ୍କୁ କୋର୍ଟ ଆଦେଶର ସତ୍ୟତା, ବୈଧତା ଓ କାର୍ଯ୍ୟକାରୀ ସ୍ଥିତି ଯାଞ୍ଚ କରିବାକୁ ପଡ଼ିବ। ଏଥିସହ ହିତାଧିକାରୀଙ୍କ ପରିଚୟ ଓ ବ୍ୟାଙ୍କ ଖାତା ବିବରଣୀ ଯାଞ୍ଚ କରାଯିବ। ନିର୍ଦ୍ଧାରିତ ଫର୍ମାଟରେ ହିତାଧିକାରୀଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯିବ।

ବର୍ଷକୁ ଦୁଇଥର ହିତାଧିକାରୀଙ୍କ ଯାଞ୍ଚ

SOPରେ ହିତାଧିକାରୀଙ୍କ ଶାରୀରିକ ଯାଞ୍ଚ ବ୍ୟବସ୍ଥା ମଧ୍ୟ ରହିଛି। ଆଲିମୋନି କିମ୍ବା ଭରଣପୋଷଣ ପାଉଥିବା ବ୍ୟକ୍ତିଙ୍କୁ ବର୍ଷକୁ ଦୁଇଥର DDOଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ପ୍ରଥମ ଯାଞ୍ଚ ଏପ୍ରିଲରେ ଏବଂ ପରବର୍ତ୍ତୀ ଯାଞ୍ଚ ନଭେମ୍ବରରେ କରାଯିବ।

ନିର୍ଦ୍ଧାରିତ ସମୟରେ ହାଜର ନହେଲେ ପରବର୍ତ୍ତୀ ଅର୍ଥ ପ୍ରଦାନକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇପାରିବ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ପୁନର୍ବାର ଅର୍ଥ ପ୍ରଦାନ କରାଯିବ।

କୋର୍ଟ ଆଦେଶ ବଦଳିଲେ ଜଣାଇବା ଜରୁରୀ

କୋର୍ଟଙ୍କ ଆଦେଶରେ ପରିବର୍ତ୍ତନ, ସ୍ଥଗିତାଦେଶ କିମ୍ବା ବାତିଲ ହେଲେ ହିତାଧିକାରୀଙ୍କୁ ତୁରନ୍ତ DDOଙ୍କୁ ଲିଖିତ ଭାବେ ଜଣାଇବାକୁ ହେବ। ସେହିପରି ଭରଣପୋଷଣ ପାଇବାର ଅଧିକାରକୁ ପ୍ରଭାବିତ କରୁଥିବା ବୈବାହିକ ସ୍ଥିତିରେ ପରିବର୍ତ୍ତନ ହେଲେ ମଧ୍ୟ ତାହା ସୂଚିତ କରିବା ଆବଶ୍ୟକ।

ଏଭଳି ପରିବର୍ତ୍ତନ ସମ୍ପର୍କରେ ସୂଚନା ନଦେବା କାରଣରୁ ଯଦି ଅଧିକ ଅର୍ଥ ପ୍ରଦାନ ହୋଇଯାଏ, ତେବେ ନିୟମ ଅନୁଯାୟୀ ସେହି ଅର୍ଥ ହିତାଧିକାରୀଙ୍କଠାରୁ ଆଦାୟ କରାଯାଇପାରିବ।

DDOଙ୍କ ଉପରେ ରହିବ ସମ୍ପୂର୍ଣ୍ଣ ଦାୟିତ୍ୱ

ସମଗ୍ର ପ୍ରକ୍ରିୟାରେ DDOଙ୍କୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। କୋର୍ଟ ଆଦେଶ ଅନୁସାରେ ଦରମାରୁ ରାଶି କାଟିବା, ହିତାଧିକାରୀଙ୍କ ଯାଞ୍ଚ, ନିର୍ଦ୍ଧାରିତ ସମୟରେ ଅର୍ଥ ପଠାଇବା ଏବଂ ସମ୍ପୃକ୍ତ ରେକର୍ଡ ସଂରକ୍ଷଣ କରିବେ DDO।

ଏହି SOPକୁ HRMS/IFMSରେ ଏକୀକୃତ ଓ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଅନ୍ତରୀଣ ବ୍ୟବସ୍ଥା ଭାବେ ଲାଗୁ କରାଯାଇଛି।

ପୂର୍ବରୁ ଅଗଷ୍ଟ ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭରଣପୋଷଣ ରାଶି ନଦେଉଥିବା ସରକାରୀ କର୍ମଚାରୀଙ୍କ ଦରମାରୁ ଏହି ରାଶି କାଟି ହିତାଧିକାରୀଙ୍କୁ ପ୍ରଦାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech