ଠିକାଦାରଙ୍କ ମନମୁଖି କାର୍ଯ୍ୟପାଇଁ ଆନ୍ଦୋଳନ କୁ ଓଲେହି ଲେ ପବିତ୍ର ମୋହନ ମେଡିକାଲର ସଫେଇ କର୍ମଚାରୀ,
ଆଜି ଅନୁଗୁଳୁ ଜିଲ୍ଲା ତାଳଚେର ବ୍ଲକ ପବିତ୍ର ମୋହନ ପ୍ରଧାନ ମେଡିକାଲ ସମୁଖ ରେ ଧାରଣl ରେ ବସିଲେ ଠିକା ସଫେଇ କର୍ମ ଚାରି, ସୂଚନା ଅଛିକି ମେଡିକାଲର ସେଫଇ କାର୍ଯ୍ୟ କୁ ନେଇଥିବା ଜୈନିକ ଠିକାଦାର ଗତ ଦଶବର୍ଷ ହେଲା ସଫେଇ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କୁ ଉଚିତ୍ ବେତନ ନଦେଇ ଶୋଷଣ କରୁଥିବା ଅଭିଯୋଗ ହେଉଛି l ବେତନ ବର୍ଦ୍ଧିତ କରିବା ପାଇଁ ଅଭିଯୋଗ କଲେ କାର୍ଯ୍ୟରୁ ବାହାର କରି ନୂତନ କର୍ମଚାରୀ ରଖିବାକୁ ଠିକାଦାର ପକ୍ଷରୁ ଧମକ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି କର୍ମଚାରି,ତାଳଚେର ରୁ ସୁନୀଲ ସାମଲଙ୍କ ରିପୋର୍ଟ,

September 22, 2026/
No Comments


