୬ ଷ୍ଠ ତମ ଧାନ ମଣ୍ଡି ଲାଉଲଇ ସେବା ସମବାୟ ସମିତି

ଜେ. ବି. ଏନ୍ (୧୧/୦୧ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଓଡ଼ିଶା ରାଜ୍ୟ ଯୋଗାଣ ବିଭାଗ ଓ ଖାଉଟି କଲ୍ଯାଣ ତଥା ଢେଙ୍କାନାଳ ନିୟତ୍ରିତ ବଜାର୍ କମିଟି ଆନୁକୁଲ୍ୟରେ ଲାଉଲଇ ସେବା ସମବାୟ ସମିତି ଦ୍ଵାରା ୬ଷ୍ଠ ତମ ଧାନ ମଣ୍ଡି କାର୍ଯ୍ୟକ୍ରମ ଚାଲୁ ରହିଛି। ପ୍ରତି ସପ୍ତାହରେ ୨ ଥର୍ ସୋମବାର ଓ

ଶନିବାର ଏହି ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ମୋଟ ପଞ୍ଜୀକୃତ କୃଷକ ସଂଖ୍ୟା ୭୦୩ ଏଥି ମଧ୍ୟରୁ ଆଜି ସୁଦ୍ଧା ୧୧୯ କୃଷକ ର ଧାନ ଉଠିଲାଣି। ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୁଇଣ୍ଟାଲ ଲକ୍ଷ ଧାର୍ଯ୍ୟ ଦିଆଯାଇଅଛି। ମୋଟ ଆଜି ସୁଦ୍ଧା ୩୨୮୪ କୁଇଣ୍ଟାଲ ଧାନ ମଣ୍ଡି ରୁ ଉଠି ସାରିଲାଣି। ବଡ ଗାଡି (ଟ୍ରକ୍) ନ୍ ଲାଗିବ ଓ ୪ କିଗ୍ରା ଧନ କୁଇଣ୍ଟାଲ
ପିଛା ଧାନ ମଣ୍ଡି କିନ୍ତୁ ଲାଉଲଇ ସେବା ସମବାୟ ସମିତି ର ସମ୍ପାଦକ ପ୍ରକାଶ ଚନ୍ଦ୍ର ପରିଡା ମତ ଦିଅନ୍ତି ଯେ, ଧାନ ମଣ୍ଡି ଶୁରୁ ଖୁରୁ ରେ ଚାଲୁ ରହିଛି। ସରକାରଙ୍କ ସମସ୍ତ ନିୟମ ଅନୁଯାୟୀ ସଠିକ ଭାବେ ଧାନ ମଣ୍ଡି ଚାଲୁ ରହିଛି।





