ଆଜି ରଜଡଙ୍ଗ ଚାଲେଞ୍ଜ୍ କପ ଉଦଘାଟିତ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ବିଶ୍ଵଜିତ ସାମଲ), ପାଲଲହଡ଼ା : ଆଜି ରଜଡଙ୍ଗ ଚାଲେଞ୍ଜ୍ କପ ଉଦଘାଟିତ ହୋଇଯାଇଛି l ପ୍ରଥମ ଉଦ୍ଘାଟନ ମ୍ୟାଚରେ ପ୍ରଥମେ ବଜ୍ରକୋଟ ଓ ନରହରିପୁର ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନରହରିପୁର ପ୍ରଥମେ ବ୍ୟାଟିଂ କରି 20 ଓଭର ରେ 8 ୱିକେଟ୍ ହରେଇ 133 ରନ କରିଥିଲା l ତାପରେ ବଜ୍ରକୋତ 88 ରନ୍ କରି ପରାସ୍ତ ହୋଇଥିଲା l



