ବିଂଶତମ ଜାତୀୟ ହସ୍ତତନ୍ତ ମେଳା ଉଦଘାଟିତ

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ବିଂଶତମ ଜାତୀୟ ହସ୍ତତନ୍ତ ମେଳା ଭୁବନେଶ୍ବର ଇଡକୋ ପ୍ରଦର୍ଶନୀ ପଡିଆରେ ଆଜି ଉଦଘାଟିତ ହୋଇଛି । ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୩୪ଟି ଷ୍ଟଲ୍ ଖୋଲା ଯାଇଛି । ପ୍ରତିଦିନ ସକାଳ ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ । ମେଳାରେ ବିଭିନ୍ତ୍ର ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବିକ୍ରି ତଥା ପ୍ରଦର୍ଶନୀ ହେବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
