ସ୍ଵୟଂ ସହାୟକ ଗୋଷ୍ଠୀ ଲୋନ୍ ମେଳା : ଢେଙ୍କାନାଳ

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲା ରେ ଏସ୍ ବି ଆଇ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି l ଆଜି ଢେଙ୍କାନାଳ ଜିଲ୍ଲା ଗୋପବନ୍ଧୁ ଟାଉନ ହଲ ଠାରେ ଏସ୍ ବି ଆଇ ପକ୍ଷରୁ ଦିନ ୧୦.୩୦ ମି. ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏସ୍ ବି ଆଇ ଢେଙ୍କାନାଳ ଏହି କାର୍ଯ୍ୟକ୍ରମ କୁ ଅର୍ଗାନାଇଜ କରିଥିବା ବେଳେ ମିସନ୍ ଶକ୍ତି ପକ୍ଷରୁ ସହଯୋଗ କରାଯାଇଥିଲା l



