ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲକର ତାଡିବା ସହିତ କାଗଜପତ୍ର ପୋଡିଲେ ଦୃବୁତ ଚିନ୍ତାରେ ମ୍ୟାନେଜର

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ବୁଧବାର ବିଳମ୍ବିତ ରାତିରେ କେତେକ ଦୃବୁତ କାଦୁଅପଦା ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଫାଟକରେ ଥିବା 7 ଟି ତାଲାକୁ କଟର ସାହାଯ୍ୟରେ କାଟିବା ସହିତ ବ୍ୟାଙ୍କ ରେ ଥିବା ଜରୁରୀ ଫାଇଲ ଏବଂ କାଗଜପତ୍ର କୁ ସବୁ ପୋଡି ପାଉଁଶ ହୋଇଯାଇଛି ! ବିଶେଷ ସୂତ୍ରରୁ ଖବର ପାଇଁ ବ୍ୟାଙ୍କ ମ୍ୟାନେଜର, ଜଗତସିଂହପୁର ପୋଲିସ ଘଟଣା
ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି ! ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନଙ୍କ ବିଷୟରେ କୌଣସି ତଥ୍ୟ ମିଳି ପାରି ନ ଥିବା ବେଳେ ଜଗତସିଂହପୁର ପୋଲିସ ବ୍ୟାଙ୍କ ର ସିସିଟିଭି କୁ ଯାଞ୍ଚ କରିପୋଲିସ ତଦନ୍ତ ଆରମ୍ଭ କରିଛି l





