
ଦ୍ଵିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଢେଙ୍କାନାଳ ଜିଲ୍ଲାରେ ଶୁଭାରମ୍ଭ
(ଜେ ବି ଏନ) ୦୬/୦୨ /୨୦୨୧ ସୁଶାନ୍ତ କୁମାର /ଶୁଭମ ପାଣି ଢେଙ୍କାନାଳ : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା ।
ପୋଲିସ ଓ ପ୍ରାଶାସନିକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଟିକା ନେବେ । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ଭୂମଶ ଚନ୍ଦ୍ର ବେହେରା ୨ୟ କୋଭିଟ ଟିକା ନେଇଛନ୍ତି । ଏହି ଟିକା ନେବା ପରେ କୌଣସି ପ୍ରକାର ପାର୍ଶ୍ଵପ୍ରତିକ୍ରିୟା ହୋଇନଥିବା ବେଳେ ଅନ୍ୟ ମାନେ ଏହି ଟିକାକରଣ ରେ ଭାଗ ନେଇ ଜିଲ୍ଲା କୁ କରୋନା ମୁକ୍ତ କରିବା ପାଇଁ ନିବେଦନ କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


