ବିଧାୟକ ହେଲେ ବନ୍ଧୁ : ବଢାଇଲେ ସହାଯ୍ୟ ର ହାତ

(ଜାଗ୍ରତ ଭାରତ ନିଉଜ, ୦୩/୦୨ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ), କଣିହାଁ : କଣିହାଁ ବ୍ଲକ୍ ଅନ୍ତର୍ଗତ କୁଲେଇ ଗ୍ରାମର ଆଠ ବର୍ଷିୟ ଇସାନ ମହାନ୍ତି ଙ୍କ ଘରକୁ ଆସି ତାଙ୍କ ସ୍ବାସ୍ଥ୍ୟ ସ୍ଥିତି ପରଖିଥିଲେ ଏବଂ ଏଥି ପାଇଁ ଦୁଃଖ ପ୍ରକାଶ କଲେ ମାନ୍ୟବର ବିଧାୟକ ଶ୍ରୀ ମୁକେଶ କୁମାର ପାଳ ମହୋଦୟ, ଆଗାମୀ ଦିନରେ କିଭଳି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ତା ବିଷୟରେ ଆଲୋଚନା କରିବା ସହ ତାଙ୍କୁ ନିଜ ତତ୍ବାବଧାନରେ ନେଇ ଭଲ କରାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ ମାନ୍ୟବର ଯୁବ ବିଧାୟକ ଶ୍ରୀ ମୁକେଶ କୁମାର ପାଳ l




