ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଂଲାଦେଶ ବିଦେଶ ମନ୍ତ୍ରୀ

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/ଢାକା: ବାଂଲାଦେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଐତିହାସିକ ଗସ୍ତ ଅବସରରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଡ. ଏ.କେ. ଅବଦୁଲ ମୋମେନ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଉଭୟ ରାଷ୍ଟ୍ର ମଧ୍ୟରେ ଗଭୀର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ବିଷୟରେ ଆଲୋଚନା କରିବା ସହିତ ଦୁଇ ଦେଶର ସାର୍ବଭୌମତ୍ବ, ସମାନତା, ପାରସ୍ପରିକ ବିଶ୍ବାସ ଏବଂ ବୁଝାମଣା ଉପରେ ଆଧାରିତ ବ୍ୟାପକ ଓ ରଣନୈତିକ ଭାଗିଦାରୀ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)

