ଏନ୍କାଉଣ୍ଟର: ୫ ନକ୍ସଲ ନିହତ
ଝାଡ଼ଖଣ୍ଡ ଚତ୍ରାରେ ପୋଲିସ ଏନ୍କାଉଣ୍ଟରରେ ୫ ନକ୍ସଲ ନିହତ।
୫ ନକ୍ସଲଙ୍କ ମଧ୍ୟରୁ ୪ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି।
୨ ଜଣଙ୍କ ନାଁରେ ୨୫ ଲକ୍ଷ, ଅନ୍ୟ ୨ ଜଣଙ୍କ ନାଁରେ ୫ ଲକ୍ଷ ଥିଲା। ଘଟଣାସ୍ଥଳରୁ ୨ଟି ଏକେ ୪୭ ଜବତ, ସର୍ଚ୍ଚ ଅପରେସନ ଜାରି।

All rights reserved. Designed by Inter Softech